Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
ଆଡ଼ଭାନୀଙ୍କୁ ପ୍ରକୃତ ସମ୍ମାନ ଦିଆଯାଇନାହିଁ, ଭାରତରତ୍ନ ଘୋଷଣା ପରେ ଏପରି କହିଲା କଂଗ୍ରେସ…
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଭେଟେରାନ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଲାଲକୃଷ୍ଣ…
ବିଆରଏସ୍ ନେତ୍ରୀ କବିତା ଦେଲେ ଧମକ; ପ୍ରିୟଙ୍କା ଗାନ୍ଧି ରାଜ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଲେ କରିବେ ପ୍ରତିବାଦ…
ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ରାଜ୍ୟ ଯୋଜନାର ଉଦଘାଟନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯିବ ବୋଲି କହିବାର ଗୋଟିଏ ଦିନ ପରେ ବିଆରଏସ ଏମଏଲସି କେ କବିତା ଏକ…
‘ଭାରତ ରତ୍ନ ମୋର ନୀତି ଓ ଆଦର୍ଶକୁ ମିଳିଛି’: ଆଡଭାନୀ …
ନୂଆଦିଲ୍ଲୀ : ଭେଟରାନ ରାଜନେତା ଲାଲକୃଷ୍ଣ ଆଡଭାନୀ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ ହେବେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଏ ସମ୍ପର୍କରେ ଘୋଷଣା କରିଥିଲେ।
ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରିବାକୁ ଯାଉଥିବାରୁ ଆଡଭାନୀ…
କବାଟ ଖୋଲିଲେନି ସିଭିଲ୍ ଜଜ୍, ଘରୁ ବାହାରିଲା ଝୁଲନ୍ତା ମୃତଦେହ…
ଲକ୍ଷ୍ନୌ : ଉତ୍ତରପ୍ରଦେଶର ବଦାୟୁରେ ଘଟିଛି ଏକ ଅଭାବନୀୟ କାଣ୍ଡ। ଜଣେ ସିଭିଲ ଜଜ୍ ନିଜ ସରକାରୀ ବାସଭବନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୁଲିସ୍ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ସିଭିଲ୍ ଜଜ୍ଜଣକ ଜ୍ୟୋତ୍ସ୍ନା…
ଝାଡ଼ଖଣ୍ଡରେ ଫ୍ଲୋର ଟେଷ୍ଟ ପୂର୍ବରୁ ରିଜର୍ଟ ପଲିଟିକ୍ସ, ହାଇଦ୍ରାବାଦରେ ୪୦ ବିଧାୟକ
ରାଞ୍ଚି : ଥମୁନି ଝାଡଖଣ୍ଡ ପଲିଟିକ୍ସ। ମୁଖ୍ୟମନ୍ତ୍ରୀ ବଦଳିଛନ୍ତି କିନ୍ତୁ ଜାରି ରହିଛି ହଟଚମଟ। ହେମନ୍ତ ସୋରେନ୍ଙ୍କୁ ଇଡି ନେବା ପରେ ଚମ୍ପାଇ ସୋରେନ୍ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେବେ ଚମ୍ପାଇ ସରକାରଙ୍କ ସ୍ଥିତି ଏବେ ଟଳମଳ ରହିଛି।…
ଦୋକାନରେ ମିଠା ପ୍ୟାକିଂ କରୁଥିବା ବେଳେ ଟଳିପଡ଼ିଲେ ଯୁବକ
ମୃତ୍ୟୁ କେତେବେଳେ ଓ କେଉଁଠି ଆସେ, ତାହା କଳ୍ପନା କରିବା ବେଶ ମୁସ୍କିଲ। ମୃତ୍ୟୁ ହଠାତ୍ ଆମେ ଓ ସବୁ କିଛି ବରବାଦ କରି ଚାଲିଯାଏ। ଏମିତି ଏକ ହଠାତ ମୃତ୍ୟୁର ଘଟଣା ଉତ୍ତର ପ୍ରଦେଶର ଆଗ୍ରାରୁ ସାମ୍ନାକୁ ଆସିଛି।
ଦୋକାନାରେ ମିଠା ପ୍ୟାକିଂ କରୁଥିବା ବେଳେ ହଠାତ୍ ଟଳି…
ବାପାଙ୍କ କୋଳରେ ଶୋଇଥିଲା ପୁଅ, ମାରି ଖାଇ ଦେଲେ ବୁଲା କୁକୁର
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବାପା କୋଳରେ ଶୋଇଥିବା ବର୍ଷକର ପୁଅକୁ ଘୋଷାଡ଼ି ନେଇ ମାରି ଖାଇ ଦେଇଛନ୍ତି କିଛି ବୁଲା କୁକୁର। ତେଲେଙ୍ଗାନାର ଶାମଶାବାଦରେ ଗୁରୁବାର ଭୋର ସମୟରେ ଏପରି ଲୋମହର୍ଷଣକାରୀ ଘଟଣା ଘଟିଛି।
ପିଲାଟି ବାପାଙ୍କ ସହ ମାଟି…
ରେଳ ବଜେଟରୁ ଓଡ଼ିଶାକୁ ମିଳିବ ୧୦,୫୩୬ କୋଟି : ବୈଷ୍ଣବ…
ନୂଆଦିଲ୍ଲୀ: ୟୁପିଏ ସରକାର ଅମଳରେ ରେଳ ବଜେଟରେ ଓଡ଼ିଶା ପରି ଗୁରୁ୍ତ୍ବପୂର୍ଣ୍ଣ ରାଜ୍ୟକୁ କ୍ରମାଗତଭାବେ ଅବହେଳା କରାଯାଉଥିଲା । କିନ୍ତୁ ମୋଦୀ ସରକାର ଅମଳରେ ଓଡ଼ିଶାରେ ଦ୍ରୁତ ଗତିରେ ରେଳ ବିକାଶ କାମ ଆଗେଇ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ବୀନି ବୈଷ୍ଣବ କହିଛନ୍ତି ।…
ହେମନ୍ତ ସୋରେନଙ୍କୁ ଗୋଟିଏ ଦିନ ପାଇଁ ଜେଲ ହାଜତକୁ ପଠାଇଲେ ଅଦାଲତ, ଆସନ୍ତାକାଲି ନେବେ ରିମାଣ୍ଡ ନିଷ୍ପତି…
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ସକାଳେ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ଗୋଟିଏ ଦିନ…
କଂଗ୍ରେସ ସାଂସଦଙ୍କ ‘ଅଲଗା ଦେଶ’ ବୟାନକୁ ନେଇ ବିବାଦ…
ବେଙ୍ଗାଲୁରୁ : ବିବାଦରେ କଂଗ୍ରେସର ଲୋକସଭା ସାଂସଦ ଡିକେ ସୁରେଶ। ସେ ଦେଇଥିବା ଅଲଗା ଦେଶ ବୟାନକୁ ନେଇ ବିବାଦ ଦେଖାଯାଇଛି। କେନ୍ଦ୍ର ଠାରୁ କର୍ଣ୍ଣାଟକା ଆବଶ୍ୟକ ପାଣ୍ଠି ପାଉନାହିଁ। ତେଣୁ ଦକ୍ଷିଣ ଭାରତ ପାଇଁ ଅଲଗା ଦେଶ ଗଠନ ଦାବି ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି…