Browsing Category

ଦେଶ

ଭାରତୀୟ ନୌସେନା ନଜରରେ ଚୀନ ଗୁପ୍ତଚର ଜାହାଜ

ନୂଆଦିଲ୍ଲୀ: ମାଳଦ୍ୱୀପର ଏକ ବନ୍ଦରରେ ଚୀନ୍ ଗୁପ୍ତଚର ଜାହାଜ ‘ସିଆଙ୍ଗ ୟାଙ୍ଗ ହଙ୍ଗ- ୩’ ଜାହାଜକୁ ରହିବାକୁ ମାଳଦ୍ବୀପ ସରକାର ଅନୁମତି ଦେଇଛନ୍ତି। ଏ ନେଇ ଭାରତ ବୁଧବାର କହିଛି ଯେ ଆମେ ଚୀନ ଜାହାଜ ଉପରେ ନଜର ରଖିବୁ। ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଭାରତୀୟ ନୌସେନା ଭାରତ…

୨୫ରେ ସାର୍ବଜନୀନ ହୋଇପାରେ ଜ୍ଞାନବାପି ମସଜିଦ ସର୍ଭେ…

ନୂଆଦିଲ୍ଲୀ: ଜାନୁଆରୀ ୨୫ ତାରିଖ ଗୁରୁବାର ବାରଣାସୀର ଜ୍ଞାନବାପି ମସଜିଦର ଏଏସଆଇ ସର୍ଭେ ରିପୋର୍ଟ ସାର୍ବଜନୀନ ହୋଇପାରେ । ମିଳିଥିବା ସୂଚନା ଅନୁଯାୟୀ, ଏଏସଆଇ ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ହିନ୍ଦୁ ଓ ମୁସଲମାନ ପକ୍ଷରେ ସହମତି ପ୍ରକାଶ ପାଇଛି। ଏହି ରିପୋର୍ଟକୁ ସାର୍ବଜନୀନ କରିବା…

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ବର୍ଦମାନରୁ ଏକ ବୈଠକରେ ଯୋଗ ଦେଇ ଫେରିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି। ସୂଚନା ମୁତାବକ,…

‘ଇଣ୍ଡିଆ’ ମେଣ୍ଟକୁ ପଞ୍ଜାବରେ ଝଟ୍‌କା, ଏକା ଲଢ଼ିବ ଆପ୍‌…

ପଶ୍ଚିମବଙ୍ଗ ପରେ ପଞ୍ଜାମରେ 'ଇଣ୍ଡିଆ' ମେଣ୍ଟକୁ ଝଟ୍‌କା। ପଞ୍ଜାବରେ ଏକା ନିର୍ବାଚନ ଲଢ଼ିବ ଆମ୍‌ ଆଦମୀ ପାର୍ଟି। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଆପ୍‌ ଏକା ନିର୍ବାଚନ ଲଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ଭଗଓ୍ୱନ୍ତ ମାନ ଘୋଷଣା କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ…

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ, ୬ ଆହତ

ସହକର୍ମୀଙ୍କ ଉପରକୁ ଗୁଳି କଲେ ଆସାମ ରାଇଫଲ୍ସର ଜଣେ ଯବାନ। ଏଥିରେ ୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯବାନ ଜଣକ ତାଙ୍କ ସହକର୍ମୀମାନଙ୍କୁ ଗୁଳି ମାରିବା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମଣିପୁର ପୁଲିସର ସୂଚନା ମୁତାବକ, ଦକ୍ଷିଣ…

ପ୍ରତିଶୋଧ ନେଲେ ଇଡି ଅଧିକାରୀ; ଏଥର ପୂରା ସୁରକ୍ଷା ବଳୟରେ ଟିଏମସି ନେତାଙ୍କ ଘରେ ପଶିଲେ

ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଶାହଜାହାନ ଶେଖ ଘରକୁ ଚଢ଼ାଉ ପାଇଁ ଯାଇ ଆକ୍ରମଣର ଶିକାର ହୋଇଥିବା ଇଡି ଟିମ୍‌ ଆଜି ପୁଣି ତରେ ଶାହଜାହାନଙ୍କ ଘର ଉପରେ ଚଢ଼ାଉ କରିଛି। ଗତ ଥର ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଇଡି ଅଧିକାରୀ ଆଜି ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ପହଞ୍ଚି…

କଂଗ୍ରେସ ନେତାଙ୍କ ପ୍ରଶ୍ନ – ସତରେ କ’ଣ ମୋଦି ୧୧ ଦିନିଆ ବ୍ରତ ପାଳନ କରିଥିଲେ..?

ଅଯୋଧ୍ୟା ରାମ ମନ୍ଦିରର ଉଦ୍‌ଘାଟନ ପୂର୍ବରୁ ୧୧ ଦିନର ଉପବାସ ବ୍ରତ ପାଳନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଭଗବାନ ରାମଙ୍କ ଆଖିରୁ ପଟି ଖୋଲିବା ପରେ ମୋଦି ଚରଣାମୃତ ପିଇ ନିଜ ୧୧ ଦିନର ଉପବାସ ଭାଙ୍ଗିଥିଲେ। ମାତ୍ର ମୋଦିଙ୍କ ଉପବାସ ବ୍ରତକୁ ନେଇ ସନ୍ଦେହ ପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି…

ଅଦାଲତରେ ମହାଭାରତ; ଜଜ୍‌ଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ…

ଅଦାଲତରେ ହେଲା ମହାଭାରତ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଟାର୍ଗେଟକୁ ଚାଲି ଆସିଲେ ଜଜ୍‌ । ନିଜ ଉପରୁ ନିୟନ୍ତ୍ରଣ ହରାଇ ଜଣେ ଓକିଲ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିବାକୁ ପଛାଇଲେ ନାହିଁ। ଏପରି ଏକ ଚକିତ କରିବା…

କୁହୁଡ଼ି ହେଲା କାଳ; ପିଟାପିଟି ହେଲେ ୭ଟି ଗାଡ଼ି

ଘନ କୁହୁଡ଼ି ହେଲା କାଳ। କୁହୁଡ଼ି ପାଇଁ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ସିରିଜ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଏକ ଖରାପ ହୋଇ ଯାଇଥିବା ଟ୍ରକ୍‌ ଛିଡ଼ା ହୋଇଥିବା ବେଳେ ସେଥିରେ ଏକ କାର୍‌ ପିଟି ହୋଇଥିଲା। ପରେ ଉକ୍ତ କାର୍‌ରେ ଆଉ ୪ଟି କାର୍‌…

‘ଇଣ୍ଡିଆ’କୁ ଝଟ୍‌କା, ‘ଏକଲା ଚଲୋ’ ନାରା ଦେଲେ ଦିଦି…

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ତେବେ ଏହାପୂର୍ବରୁ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ପଶ୍ଚିମବଙ୍ଗରେ ଲାଗିଛି ଜୋରଦାର ଝଟ୍‌କା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ 'ଏକଲା ଚଲୋ' ନାରା ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ଟିଏମ୍‌ସି…