Browsing Category

ଦେଶ

ଟ୍ରକରୁ ଧକ୍କା ଦେଲା ବସ୍, ୬ ମୃତ, ୨୦ ଆହତ

ଭଡୋଦରା: ଗୁଜରାଟର ଭଡୋଦରା-ଜରୋଦ୍ ରାସ୍ତାରେ ବୁଧବାର ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । କୋଟାମ୍ବି ଗାଁ ନିକଟରେ ହାଇୱେରେ ଏକ ବସ୍ ସହିତ ଟ୍ରକ୍ ଧକ୍କା ହୋଇଛି । ଘଟଣାସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ବସରେ ଥିବା ଅନ୍ୟ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି ।…

ଜି-୭ ଶିଖର ସମ୍ମିଳନୀରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଉଠାଇଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ବିପାକ୍ଷିକ ବୈଠକରେ ଆଲୋଚନା କରିଛନ୍ତି। ଏହି ବହୁ ପ୍ରତୀକ୍ଷତ ସାକ୍ଷାତ ସମୟରେ ଦୁଇ ନେତା ଉଭୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୭…

ଉଦ୍ଧବ ଠାକ୍‌ରେଙ୍କୁ ଝଟ୍‌କା: ଏକନାଥଙ୍କୁ ସମର୍ଥନ ଘୋଷଣା କଲେ ୬ ସାଂସଦ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମହାଡ୍ରାମା। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି)କୁ ବଡ଼ ଝଟ୍‌କା ଲାଗିଛି। ଡେପୁଟି ସିଏମ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାକୁ ଦଳର ୬ ଜଣ ସାଂସଦ ସମର୍ଥନ ଜଣାଇଛନ୍ତି। ଏକନାଥ ସିନ୍ଦେରେ…

ପିଲା ଚୋର ସନ୍ଦେହରେ ଯୁବକ-ଯୁବତୀଙ୍କୁ ଆକ୍ରମଣ

ରାୟଗଡ଼ା: ପିଲା ଚୋର ସନ୍ଦେହରେ ଜଣେ ଯୁବତୀ ଓ ଅନ୍ୟ ଜଣେ ଯୁବକଙ୍କୁ ଆକ୍ରମଣ କରାଯାଇଛି । ଏକ୍ସପୋଜର୍ ଭିଜିଟ୍ ସାରି ଫେରୁଥିବା ବେଳେ ୨ଜଣଙ୍କୁ ଆକ୍ରମଣ ହୋଇଛି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଇନ୍ତାଲିଗୁଡ଼ା ନିକଟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଆକ୍ରମଣର…

କୂଅକୁ ଖସିଲା ତୀର୍ଥଯାତ୍ରୀ ଭ୍ୟାନ୍, ୧୪ ମୃତ

ମୁମ୍ବଇ : ମହାରାଷ୍ଟ୍ରର ପଣ୍ଡରପୁରରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଏକ କୂଅ ମଧ୍ୟକୁ ଖସିପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ତୀର୍ଥଯାତ୍ରୀମାନେ ଧାର୍ମିକ…

ସୁରକ୍ଷିତ ଭାବେ ହର୍ମୁଜ ଅତିକ୍ରମ କଲା ଭାରତୀୟ ଜାହାଜ ‘ଦିଶା’

ନୂଆଦିଲ୍ଲୀ : ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ବୁଝାମଣା ହେବା ପରେ ଏହା ପ୍ରଥମ ଭାରତୀୟ ପତାକାଧାରୀ ବାଣିଜ୍ୟିକ ଜାହାଜ ଯାହାକି ହର୍ମୁଜ ପ୍ରଣାଳୀ ଅତିକ୍ରମ କରିଛି। ଏହି ଜାହାଜଟି ଗତ ପ୍ରାୟ…

ଡାକ୍ତରଙ୍କ ପ୍ରେସକ୍ରିପସନ୍ ବିନା ମିଳିବନି କଫ୍ ସିରପ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ : କଫ୍ ସିରପ୍ କୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ନିୟମ । ଏବେ ଡାକ୍ତରୀ ପ୍ରେସକ୍ରିପସନ ବିନା ମେଡିକାଲ ଦୋକାନରେ ମିଳିବ ନାହିଁ କଫ୍ ସିରପ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନିର୍ଦ୍ଦେଶନାମା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କଫ୍ ସିରପକୁ ‘ସିଡ୍ୟୁଲ୍ K’…

ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ନିର୍ମମ ହତ୍ୟା

ପ୍ରୟାଗରାଜ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ହୃଦୟ ବଦାରକ ଘଟଣା । ମେଜା ଥାନା ଅର୍ନ୍ତଗତ କୁକରକଟୱା ଗାଁରେ ଗୋଟିଏ ପରିବାର ୩ ଜଣ ଲୋକଙ୍କୁ ହତ୍ୟା କରାଯାଇଛି । ମଙ୍ଗଳବାର ସକାଳେ ଗାଁ ଲୋକ ଘର ବାହାରେ ରକ୍ତ ଦେଖିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ମୁତାବକ, ଗାଁରେ ଥିବା…

NEET UG ପରୀକ୍ଷା ପାଇଁ ଟେଲିଗ୍ରାମକୁ ଜୁନ୍ ୨୨ ଯାଏଁ ଅସ୍ଥାୟୀ ଭାବେ ବନ୍ଦ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : NEET UG ପୁନଃ ପରୀକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାର ଜୁନ୍ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିଛନ୍ତି । ପରୀକ୍ଷାର ସୁରକ୍ଷିତ ପରିଚାଳନା ସୁନିଶ୍ଚିତ କରିବା ଏବଂ କପି ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।…

ଇଣ୍ଡୋନେସିଆରେ ୬.୭ ତୀବ୍ରତାର ଭୂକମ୍ପ ଝଟକା

ଜାକାର୍ତ୍ତା : ଇଣ୍ଡୋନେସିଆରେ ପୁଣି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତ୍ରୀବତା ୬.୭ ରହିଛି । ଦେଶର ସୁଲାୱେସି ଦ୍ୱୀପ ଅଞ୍ଚଳରେ ହୋଇଥିବା ହଠାତ୍ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିବା ସୂଚନା ମିଳିଛି । ଭୂକମ୍ପର…