Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
B-52 ବୋମାବର୍ଷୀ ବିମାନ ଦୁର୍ଘଟଣାଗ୍ରସ୍ତ, ୮ ମୃତ
ଆମେରିକା : ଆମେରିକା ଏୟାରଫୋର୍ସର B-52 ବୋମାବର୍ଷୀ ବିମାନ ଦୁର୍ଘଟଣା ଘଟିଛି । ବିମାନଟି ଦକ୍ଷିଣ କାଲିଫୋର୍ନିଆରେ ଅବସ୍ଥିତ ଏଡୱାର୍ଡସ୍ ଏୟାର ଫୋର୍ସ ବେସରୁ ଉଡ଼ାଣ ଭରିବାର କେବଳ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ଏହି ଭୟାବହ ଦୁର୍ଘଟଣାରେ ସମସ୍ତ ୮ ଜଣ!-->…
ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଘୋଷଣା, ସୋସିଆଲ ମିଡିଆ ବ୍ୟବହାର କରିବେନି ୧୬ ବର୍ଷରୁ କମ ବୟସର ପିଲା
ଲଣ୍ଡନ : ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ପିଲାମାନଙ୍କ ମାନସିକ ଏବଂ ସାମାଜିକ ସୁସ୍ଥତା ସମ୍ପର୍କକୁ ଧ୍ୟାନରେ ରଖି ୟୁକେ ସରକାର ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ବ୍ରିଟିଶ ପ୍ରଧାନମନ୍ତ୍ରୀ କୀର ଷ୍ଟାରମର୍ ଘୋଷଣା କରିଛନ୍ତି ଯେ, ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ!-->…
ଏନ୍ସିପିଆଇରେ ବିଲୟ ହେଲେ ୨୦ ଟିଏମ୍ସି ସାଂସଦ,ଏନ୍ଡିଏକୁ ସମର୍ଥନ
ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍ସି) ମୁଖିଆ ମମତା ବାନାର୍ଜୀଙ୍କ ଦଳର ଦୁଇ ତୃତୀୟାଂଶ ବିଦ୍ରୋହୀ ସାଂସଦ ଦିଲ୍ଲୀରେ ବଡ଼ ଖେଳ କରିଛନ୍ତି। ଟିଏମସିର ୨୦ ଜଣ ବିଦ୍ରୋହୀ ଲୋକସଭା ସାଂସଦ ତ୍ରିପୁରାର ଆଞ୍ଚଳିକ ଦଳ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ!-->…
TMC ନେତା କୁନାଲ ଘୋଷଙ୍କୁ ଅଣ୍ଡା ମାଡ
କୋଲକତା : ବର୍ତ୍ତମାନର ବଡ ଖବର କଲିକତାରୁ ସାମ୍ନାକୁ ଆସିଛି । ପଶ୍ଚିମବଙ୍ଗର ପୂର୍ବତନ ମୂଖ୍ୟମନ୍ତ୍ରୀ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ଘର ସାମ୍ମନାରେ ଟିଏମସି ନେତା କୁନାଲ ଘୋଷଙ୍କ ଉପରେ ଅଣ୍ଡା ମାଡ ହୋଇଛି । ସ୍ଥାନୀୟ କିଛି ଲୋକ ଏହି ଘଟଣାକୁ ସମର୍ଥନ କରିଛନ୍ତି । ସୂଚନା!-->…
କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଆକ୍ରମଣ
ଜୟପୁର : ରାଜସ୍ଥାନ ଜୟପୁରରେ ଏକ ପ୍ରତିବାଦ ସମୟରେ କକରୋଚ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କୁ ଜଣେ ଯୁବକ ଚାପୁଡ଼ା ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଜୟପୁରରେ ଚାଲିଥିବା ପ୍ରତିବାଦ ସମୟରେ ଏହି ଘଟଣା ଘଟିଥିଲା ।
ଖବର!-->!-->!-->…
ପାକିସ୍ତାନ ଏୟାରଫୋର୍ସର ଟ୍ରେନି ବିମାନ କ୍ରାସ୍, ଚାଲିଗଲା ୨ ପାଇଲଟଙ୍କ ଜୀବନ
ନୂଆଦିଲ୍ଲୀ : ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ପାକିସ୍ତାନ ବାୟୁସେନାର ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ନିୟମିତ ସାମରିକ ଅଭ୍ୟାସ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ଦୁଇ ପାଇଲଟ୍ ମୃତ୍ୟୁ ହୋଇଛି । ବିମାନ!-->…
ପରିବାର ଓ ପୋଲିସ ଉପସ୍ଥିତିରେ ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ
ମଧ୍ୟପ୍ରଦେଶ : ବନ୍ଦ କୋଠରୀର ଅନ୍ଧାର ରାତିରେ ଘଟିଗଲା ବୀଭତ୍ସ ଓ ଲୋମ ଟାଙ୍କୁରା କାହାଣୀ । ଗୁଜରାଟ ଗାନ୍ଧୀନଗର ନ୍ୟାସନାଲ ହାଇୱେ ସ୍ଥିତ ଏକ ହୋଟେଲରେ ଘଟିଛି ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ପୋଲିସ ଏବଂ ପରିବାର ଲୋକ ଉପସ୍ଥିତିରେ ପ୍ରେମିକାର ଗଳା କାଟିଦେଇଛି ପ୍ରେମିକ । ଆଉ!-->…
ମଝି ଆକାଶରେ ଧକ୍କା ହେଲା ଦୁଇ ହେଲିକପ୍ଟର, ୬ ମୃତ
ବ୍ରାଜିଲ : ବ୍ରାଜିଲର ରିଓ ଡି ଜେନେରିଓରେ ଦୁଇ ହେଲିକପ୍ଟର ମୁହାଁମୁହିଁ ଧକ୍କା । ହେଲିକପ୍ଟର ଦୁଇଟି ମୁହାଁମୁହିଁ ଧକ୍କା ହେବା ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏଠାରେ ଆକାଶରେ ଦୁଇଟି ହେଲିକପ୍ଟର ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ହେଲିକପ୍ଟର ପରସ୍ପର ସହିତ ଧକ୍କା ହେବା ପରେ!-->…
ଆମେରିକା-ଇରାନ ମଧ୍ୟରେ ଚୁକ୍ତି ଘୋଷଣା, କମୁଛି ଅଶୋଧିତ ତେଲ ଦର
ଆମେରିକା : ହୁ ହୁ ହୋଇ କମୁଛି ତେଲ ଦର । ଆମେରିକା ଓ ଇରାନ ମଧ୍ୟରେ ସାମରିକ ତିକ୍ତତା କମିବା ପାଇଁ ହୋଇଥିବା ଚୁକ୍ତିନାମା ପରେ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ବଡ଼ ହ୍ରାସ ରେକର୍ଡ ହୋଇଛି । ହର୍ମୁଜ ପ୍ରଣାଳୀ ଉପରୁ ପ୍ରତିବନ୍ଧକ ହଟିବା ଓ ଜାହାଜ ଚଳାଚଳ ସ୍ଵାଭାବିକ ହେବା!-->…
ସପ୍ତଶଯ୍ୟା ମହୋତ୍ସବରେ ବାଲିଗୁଡାର ନୃତ୍ୟଶ୍ରୀ ଡ୍ୟାନ୍ସ ଏକାଡେମୀ ଉଚ୍ଚକୋଟିର ନୃତ୍ୟ ପ୍ରଦର୍ଶନ କରି ସମ୍ମାନିତ
ବାଲିଗୁଡା : ସପ୍ତଶଯ୍ୟା ମହୋତ୍ସବ ଓଡ଼ିଶାର ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଢେଙ୍କାନାଳ ଜିଲ୍ଲାର ଐତିହାସିକ ଓ ପବିତ୍ର ସପ୍ତଶଯ୍ୟା ପୀଠରେ ପାଳିତ ହୋଇଥାଏ l ଏହି ମହୋତ୍ସବ କୁ ଦିବ୍ୟାଂସୀ ଡ୍ୟାନ୍ସ ଏକାଡେମୀ ତରଫରୁ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପରେ ବହୁ!-->…