Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ
‘ଅବ କି ବାର୍ ୪୦୦ ପାର୍, ତିସରି ବାର୍ ମୋଦୀ ସରକାର’ ଲୋକସଭା ନିର୍ବାଚନ ପାଇଁ ବିଜେପିର ସ୍ଲୋଗାନ
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛି, ଯେଉଁଠାରେ ଲୋକସଭା ନିର୍ବାଚନ ପାଇଁ ଦଳର ସ୍ଲୋଗାନ୍ ଚୂଡ଼ାନ୍ତ ହୋଇଛି । ସ୍ଲୋଗାନଟି ହେଉଛି ‘ଅବକି ବାର ୪୦୦ ପାର, ତିସରି ବାର୍ ମୋଦୀ ସରକାର’। ବୈଠକରେ ବିଜେପି ରାଜ୍ୟ,…
ସ୍ବାମୀକୁ ବ୍ୟଭିଚାରୀ ବୋଲି ମିଥ୍ୟା ଆରୋପ ଲଗାଇବା ଘୋର ନିଷ୍ଠୁରତା, ଛାଡ଼ପତ୍ରର ଆଧାର ହୋଇପାରେ : ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ: ସ୍ୱାମୀଙ୍କ ବିରୋଧରେ ବୈବାହିକ ସମ୍ପର୍କର ଭିତ୍ତିହୀନ ଅଭିଯୋଗ ଆଣିବା ଏବଂ ସାର୍ବଜନୀନ ସ୍ଥାନରେ ବ୍ୟଭିଚାରୀ ବୋଲି ଆଖ୍ୟା ଦେବା ଘୋର ନିଷ୍ଠୁରତା ସଦୃଶ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଅଦାଲତ କହିଛନ୍ତି ଯେ ଏଭଳି କାର୍ଯ୍ୟ ଛାଡ଼ପତ୍ର ପାଇଁ ଆଧାର…
ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା ଫର୍ମୁଲା ପ୍ରସ୍ତୁତ, ଓଡ଼ିଶାର ସମସ୍ତ ୨୧ ଆସନରେ ଲଢିବ କଂଗ୍ରେସ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଏକାଠି ହୋଇଥିବା ଇଣ୍ଡିଆ ମେଣ୍ଟରେ ଆସନ ବଣ୍ଟନର ଏକ ସମ୍ଭାବ୍ୟ ଫର୍ମୁଲା ପ୍ରସ୍ତୁତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଲୋକସଭାରେ ବିରୋଧୀ ମେଣ୍ଟର ସବୁଠାରୁ ବଡ଼ ଦଳ କଂଗ୍ରେସ ୩୨୦ରୁ ୩୩୦ ଆସନରେ ଲଢ଼ିପାରେ।…
୩୩ବର୍ଷ ପୂର୍ବେ ରାମ ମନ୍ଦିର ନିର୍ମାଣର ଭବିଷ୍ୟବାଣୀ କରିଥିଲେ ଏହି ବାବା…
ନୂଆଦିଲ୍ଲୀ: ଅଯୋଧ୍ୟାରେ ଶ୍ରୀ ରାମମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରସୋର ପ୍ରସ୍ତୁତି ଚାଲିଛି। ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରାଣପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କ୍ରମରେ…
“ଆମ ମସଜିଦ ଆମଠାରୁ ଛଡ଼େଇ ନେବେ….ଆଶଙ୍କା ପ୍ରକାଶ କଲେ ଅସଦୁଦ୍ଦିନ ଓଓ୍ବୈସି
ନୂଆଦିଲ୍ଲୀ : ରାମ ମନ୍ଦିର ସମାରୋହ ପାଇଁ ପ୍ରସ୍ତୁତି ଏବଂ ସୁନେହରୀ ମସଜିଦକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅଲ ଇଣ୍ଡିଆ ମଜଲିସ ଇତ୍ତେହାଦୁଲ ମୁସଲିମିନ (ଏଆଇଏମଆଇଏମ୍ ) ସଭାପତି ଅସଦୁଦ୍ଦିନ ଓୱେସି କହିଛନ୍ତି…
କେରଳ ରାଜ୍ୟପାଳଙ୍କ କୁଶ ପୁତ୍ତଳିକା ଜାଳିବା ଅଭିଯୋଗରେ ଏସଏଫଆଇ ନେତା ଓ ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ କେରଳର ପାୟାମ୍ବାଲମ୍ ଢ଼େବଳାଭୂମିରେ ରାଜ୍ୟପାଳ ଆରିଫ ମହମ୍ମଦ ଖାଁଙ୍କ ବିଶାଳ କୁଶ ପୁତ୍ତଳିକା ଦାହ କରିବା ଅଭିଯୋଗରେ ଭାରତୀୟ ଛାତ୍ର ମହାସଂଘ (ଏସଏଫଆଇ)ର ରାଜ୍ୟ ସଭାପତି କେ…
ହେମନ୍ତ ସୋରେନଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବେ କି? ବିଜେପି ସାଂସଦଙ୍କ ବଡ ବୟାନ…
ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)ର ଜଣେ ବିଧାୟକ ବ୍ୟକ୍ତିଗତ କାରଣ ଦର୍ଶାଇ ବିଧାନସଭାରୁ ଇସ୍ତଫା ଦେବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦାବି କରିଛନ୍ତି ଯେ ହେମନ୍ତ ସୋରେନ ଖୁବଶୀଘ୍ର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଏବଂ ତାଙ୍କ…
ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍’ ଭାଷିଣୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବାରୋପ…
ନୂଆଦିଲ୍ଲୀ: ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍’ ଭାଷିଣୀ ଉପରେ ଆଜି ‘ମନ୍ କୀ ବାତ୍’ର ୧୦୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ…
୨୪ ଘଣ୍ଟାରେ ଦେଶରେ ୮୪୧ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ: ଆଜି ଦେଶରେ ୮୪୧ଜଣ ନୂଆ କୋଭିଡ୍-୧୯ ଆକ୍ରାନ୍ତ ଚିହ୍ନଟ କରାଯାଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ୱେବ୍ସାଇଟ୍ ସୂଚନାରୁ ଜଣାପଡ଼ିଛି। ଗତ ୨୨୭ ଦିନ ବା ୭ ମାସରେ ଏହା ହେଉଛି ସର୍ବାଧିକ ସଂକ୍ରମଣ ବୃଦ୍ଧି ରିପୋର୍ଟ।
ଶନିବାର ଦିନ ସକ୍ରିୟ…
ଆଇଆଇଟି ବିଏଚ୍ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲା, ବନ୍ଧା ହେଲେ ୩ ଜଣ…
ଧରାପଡିଲେ ଆଇଆଇଟି ବିଏଚ୍ୟୁ ଛାତ୍ରୀଙ୍କୁ ଦୁଷ୍କର୍ମ ମାମଲାର ଅଭିଯୁକ୍ତ। ୨ ମାସ ତଳେ ଆଇଆଇଟି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଷ୍କର୍ମ ମାମଲାରେ ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି।
ଗିରଫ ଯୁବକମାନେ ହେଲେ କୁନାଲ ପାଣ୍ଡେ, ଆନନ୍ଦ ଓରଫ…