Browsing Category

ଦେଶ

ଓମାନ ତଟରେ ବୁଡିଲା ଡଙ୍ଗା, ୧୪ ଭାରତୀୟ ଉଦ୍ଧାର

ନୂଆଦିଲ୍ଲୀ:ମଧ୍ୟ ପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଓମାନ ଉପକୂଳରେ ବୁଡିଲା ‘ ଏମଏସ୍‌ଭି ବିରାଟ ୧’ ନାମକ ଏକ ଭାରତୀୟ ଡଙ୍ଗା। ଏଥିରେ ୧୪ ଜଣ ଭାରତୀୟ କ୍ରୁ-ସଦସ୍ୟ ଥିଲେ, ଯାହାଙ୍କୁ ବର୍ତ୍ତମାନ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ଡଙ୍ଗା ବୁଡିବା ପରେ ଆମେରିକା ନୌସେନା, ଭାରତୀୟ…

ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ନାଗରିକ ଅଟକ

ଶ୍ରୀନଗର: ଜାମ୍ମୁ-କାଶ୍ମୀରର କୁପୱାରା ଜିଲାରୁ ଶନିବାର ସେନା ଓ ପୁଲିସ ମିଳିତ ଅଭିଯାନ ଚଲାଇ ଜଣେ ପାକିସ୍ତାନ ନାଗରିକଙ୍କୁ ଅଟକ ରଖିଛନ୍ତି। ସୀମା ଅତିକ୍ରମ କରି ଜଣେ ପାକିସ୍ତାନ ନାଗରିକ ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ମିଳିବା ପରେ ସେନା ଓ ପୁଲିସ…

ନକଲି ବ୍ରିଗେଡିୟରକୁ ବାନ୍ଧିଲା ଉତ୍ତରପ୍ରଦେଶ ପୋଲିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାହାଜାହାନପୁର୍‌ରୁ ଜଣେ ୨୧ବର୍ଷୀୟ ନକଲି ବ୍ରିଗେଡିୟରକୁ ପୁଲିସ ଗିରଫ କରିଛି। ଗିରଫ ଯୁବକର ନାମ ଆର୍ୟନ ବର୍ମା ବୋଲି ଜଣାପଡ଼ିଛି। ବେଶ୍‌ କିଛିମାସ ହେବ ଆର୍ୟନ ନିଜକୁ ବ୍ରିଗେଡିୟର ବେଶରେ ସଜାଇ ଦୁଇଜଣ ସୁରକ୍ଷାକର୍ମୀ ମଧ୍ୟ ରଖିଥିଲା। ସେମାନଙ୍କୁଏନଏସଜି କମାଣ୍ଡୋ…

ୟୁରୋପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁରୋପ ଗସ୍ତରେ ଯାଇଛନ୍ତି। ମୋଦୀ ଫ୍ରାନ୍ସ ଓ ସ୍ଲୋଭାକିଆ ଯାଇଥିବା ଜଣାପଡ଼ିଛି। ଫ୍ରାନ୍ସ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରବିବାର ପ୍ରଧାନମନ୍ତ୍ରୀ ମୋଦୀ ନାଇସରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ଙ୍କ ସହ ଦ୍ବିପାକ୍ଷିକ…

ରାମ ମନ୍ଦିର ଦାନ ବାକ୍ସରୁ ୭ କୋଟି ଟଙ୍କା ହେରଫେର !, ୩ ଜଣିଆ SIT ଟିମ୍ ଗଠିତ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା । ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ ପୋଲିସ ଅଧିକାରୀ ଓ ଅର୍ଥ ବିଭାଗର ଜଣେ ସ୍ୱତନ୍ତ୍ର ସଚିବ । …

ଯୁବକଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇଲେ ଉତ୍ୟକ୍ତ ଲୋକେ

ଡେରାଡୁନ : ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲା ଅନ୍ତର୍ଗତ ବିକାଶନଗରରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ଉତ୍ତେଜନା ପ୍ରକାଶ ପାଇଛି । ଘଟଣା ପରେ ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି, ଯାହାଫଳରେ ସ୍ଥିତି ଅଧିକ ଗମ୍ଭୀର ହୋଇପଡ଼ିଛି । ଶାନ୍ତିଶୃଙ୍ଖଳା ରକ୍ଷା…

ବଦଳିଲା ଭାରତୀୟ ସେନାର ଡ୍ରେସ କୋଡ୍, ହଟିଲା ଇଂରେଜ ଶାସନ କାଳର ଚିହ୍ନ

ନୂଆଦିଲ୍ଲୀ : ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ । ଭାରତୀୟ ସେନା ନିଜର ଡ୍ରେସ ଏବଂ ଗ୍ରୁମିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛି । ସେନା ପୋଷାକରେ ଝଲସିବ ଭାରତୀୟତା । ଆର୍ମି ୟୁନିଫର୍ମ-୨୦୨୬ ଲାଗୁ, ହଟିଲା ଔପନିବେଶିକ ଚିହ୍ନ । ସାମିଲ ହେଲା ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ ।…

ପୋଲିସ ପରୀକ୍ଷା ଆଶାୟୀଙ୍କ ତୁମୂଳକାଣ୍ଡ, ଟ୍ରେନ ବିଳମ୍ବ ଯୋଗୁଁ ପାଟଳିପୁତ୍ର ଷ୍ଟେସନରେ ଭଙ୍ଗାରୁଜା

ପାଟନା : ବିହାରର ରାଜଧାନୀ ପାଟନାର ପାଟଳିପୁତ୍ର ରେଳଷ୍ଟେସନରେ ଛାତ୍ରଙ୍କ ତୁମୂଳକାଣ୍ଡ । ପୋଲିସ ସିପାହୀ ପଦବୀ ଆଶାୟୀ ପରୀକ୍ଷାର୍ଥୀମାନେ ପ୍ରବଳ ହଙ୍ଗାମା କରିଛନ୍ତି । ଟ୍ରେନର ଅଭାବ ଏବଂ ଟ୍ରେନ ବିଳମ୍ବରେ ଚାଲୁଥିବା ଅଭିଯୋଗ କରି ହଜାର ହଜାର ସଂଖ୍ୟାରେ ଛାତ୍ରମାନେ ଷ୍ଟେସନ ପରିସରରେ…

ମମତା ବାନାର୍ଜୀଙ୍କ ବିରୋଧରେ ମାମଲା,ଜେଲ ଯିବେ କି ଦିଦି…

କଲକାତା : ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ପରାଜୟ ପରେ ଦଳୀୟ ସାଥୀମାନେ ମମତାଙ୍କ ଠାରୁ ଦୂରେଇ ଯାଉଥିବାବେଳେ ଏବେ ଖୋଦ ମମତା ନିଜେ ଅଡୁଆରେ…

୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଜଣେ ୭୦ ବର୍ଷୀୟା ଦୃଷ୍ଟିହୀନ ଓ ମାନସିକ ବିକୃତ ମହିଳାଙ୍କୁ ଆକ୍ରମଣ ଓ ଦୁଷ୍କର୍ମ ଉଦ୍ୟମ ପୁଣି ଥରେ ମାନବ ସମାଜକୁ ଲଜ୍ଜିତ କରିଛି। ମହିଳା ଜଣକ ପୂର୍ବ ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳରେ ଗତ ୩୫ ବର୍ଷ ହେଲା ରହିଆସୁଛନ୍ତି। ସେଠାକାର ବାସିନ୍ଦା…