Browsing Category

ଦେଶ

ସିବିଟି ମୋଡରେ ହେବ ରେଲୱେ ପରୀକ୍ଷା, ଘୋଷଣା କଲେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ : ରେଲୱେର ସମସ୍ତ ବିଭାଗୀୟ ଭର୍ତ୍ତି ପରୀକ୍ଷା ଏବେ ସିବିଟି ମୋଡରେ ହେବ । ନିଟ୍ ରେ ବ୍ୟାପକ ତ୍ରୁଟି ପରେ ଏବେ କେନ୍ଦ୍ର ସରକାର ସତର୍କ ହୋଇଛନ୍ତି । ନିଯୁକ୍ତି ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା, ସଠିକତା ଉପରେ ଜୋର ଦେଇଛି ରେଲୱେ । ଏଣିକି ସମସ୍ତ ବିଭାଗୀୟ ପରୀକ୍ଷା…

ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍ ହେଲେ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ : ଭାରତର ପ୍ରତିରକ୍ଷା ନେତୃତ୍ୱ କ୍ଷେତ୍ରରେ ଏକ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ବରିଷ୍ଠ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି । ଭାରତୀୟ ସେନାର ନୂଆ…

୬ ମାସର ଶିଶୁକୁ ଧରି ୬ ମହଲାରୁ ଡେଇଁ ଜୀବନ ହାରିଲେ ମହିଳା ଇଂଜିନିୟର, ବଞ୍ଚିଗଲା ପିଲା

ଆନ୍ଧ୍ରପ୍ରଦେଶ : ହାଇଦ୍ରାବାଦ ମିୟାପୁର ଅଞ୍ଚଳରେ ହୃଦୟ ବିଦାରକ ଘଟଣା । ଏକ ବହୁ ମହଲା କୋଠାର ୬ ମହଲାରୁ ଡେଇଁ ଜୀବନ ହାରିଛନ୍ତି ୩୭ ବର୍ଷୀୟା ମହିଳା ସଫ୍ଟୱେୟାର ଇଂଜିନିୟର । ୬ ମାସର ଛୁଆକୁ ଧରି ମହିଳା ଜଣକ ଏଭଳି କାମ କରିଛନ୍ତି । କିନ୍ତୁ ମହିଳା ଡେଇଁବା ପରେ ଛୁଆଟି କୋଳରୁ ଛିଟକି…

ଟ୍ରକକୁ ଧକ୍କା ଦେଲା କାର୍, ୪ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ଉନ୍ନାଓରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଙ୍ଗା ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯାଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାରର ଉପର ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଆଉ କାରରେ ଥିବା ୪ ଜଣଙ୍କ ଜୀବନ…

ଆସାମ ଜୋରହାଟରେ ବାୟୁସେନା ବିମାନ କ୍ରାସ୍, ୫ ମୃତ

ଆସାମ : ଜୋରହାଟ ଏୟାରବେସରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବାୟୁସେନାର AN-32 ବିମାନ । ବାୟୁସେନା ବିମାନ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କୋ-ପାଇଲଟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତାଙ୍କୁ ଚକିତ୍ସା କରାଯାଉଛି । କୋର୍ଟ ଅଫ ଇନକ୍ବାରୀ ନିର୍ଦ୍ଦେଶ ଦେଲା ଭାରତୀୟ ଏୟାର…

ଅଭିଷେକ ବାନାର୍ଜୀଙ୍କ ବାସଭବନରେ ସିଆଇଡି ଟିମ୍‌

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସିଆଇଡିର ଏକ ଟିମ୍‌ ଆଜି ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ବାସଭବନ ଯାଇଥିଲେ। ରାଜ୍ୟରେ ଏକ ନିର୍ବାଚନ ରାଲି ସମୟରେ ଅଭିଷେକ ଦେଇଥିବା ଏକ ଉତ୍ତେଜକ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଅନ୍ତର୍ଗତ ଏକ ନୋଟିସ୍‌ ଦେବାପାଇଁ…

ଖୋଲିବ ହର୍ମୁଜ, ରବିବାର ଜେନେଭାରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ଭାବନା

ନୂଆଦିଲ୍ଲୀ: ପଶ୍ଚିମ ଏସିଆ ଯୁଦ୍ଧକୁ ବନ୍ଦ କରିବା ପାଇଁ ଆମେରିକା ଏବଂ ଇରାନ ମଧ୍ୟରେ ଆସନ୍ତା ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇପାରେ । ଜେନେଭାରେ ଏହି ଚୁକ୍ତି ହେବା ନେଇ ଅନୁମାନ କରାଯାଉଛି । ସୂତ୍ର ଅନୁସାରେ, ବୁଝାମଣାର ସର୍ତ୍ତକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ଇରାନ ଜିଦ୍ ଏହି…

ଲଞ୍ଚ ହେଲା ଦୁନିଆର ସବୁଠାରୁ ବଡ଼ IPO, ପ୍ରଥମ ଟ୍ରିଲିୟନିୟର ଏଲନ୍ ମସ୍କ

ନୂଆଦିଲ୍ଲୀ: ଦୁନିଆକୁ ମିଳିଛି ଟ୍ରିଲିୟନ ଡଲାର ସମ୍ପତ୍ତି ଥିବା ପ୍ରଥମ ମାଲିକ । ଏଲନ୍ ମସ୍କଙ୍କ କମ୍ପାନି ସ୍ପେସଏକ୍ସର ସେୟାର ଆମେରିକା ବଜାରରେ ଚହଳ ପକାଇବା ସହିତ ତାଙ୍କ ସମ୍ପତ୍ତି ମୂଲ୍ୟ ୧.୧ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଏହା ବିଶ୍ୱର ସବୁଠାରୁ ବଡ଼ ଆଇପିଓ ଥିଲା ।…

ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ୫ କେଜି ବଦଳରେ ୧୦ କେଜି ଚାଉଳ ପାଇବେ ହିତାଧିକାରୀ :

ଛତ୍ରପୁର ୧୨/୬ : ଆଉ ୫ କିଲୋ ନୁହେଁ, ଅପ୍ରେଲ ୨୦୨୬ ରୁ ମୁଣ୍ଡ ପିଛା ହିତାଧିକାରୀ ପାଇବେ ୧୦ କିଲୋ ଚାଉଳ ସମ୍ପୂର୍ଣ୍ଣ ମାଗଣା l ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ରେ ହିତାଧିକାରୀ ପାଇବେ ଏହି ଅତିରିକ୍ତ ୫ କେଜି ଚାଉଳ ସମ୍ପୂର୍ଣ୍ଣ ମାଗଣା ରେ ପାଇବେ l ଖାଦ୍ୟ ସୁରକ୍ଷା ର ସୁନିଶ୍ଚିତତା…

ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର,ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି

ନୂଆଦିଲ୍ଲୀ : ନିଟ୍‌-ୟୁଜି ପରୀକ୍ଷାର୍ଥୀମାନଙ୍କ ପାଇଁ ଖୁସିର ଖବର। ନିଟ୍‌-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି। ଏ ନେଇ ବଡ ଘୋଷଣା କରିଛି ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (ଏନଟିଏ)।ନିଟ୍‌ ପରୀକ୍ଷା ସମୟ ଅବଧି ୧୯୫ ମିନିଟ୍‌କୁ ବୃଦ୍ଧି। ଆସନ୍ତା ୨୧ ତାରିଖରେ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍…