Browsing Category

ଦେଶ

ଟିଏମସି : ବିଦ୍ରୋହୀ ‌ଗୋଷ୍ଠୀରେ ଯୋଗ ଦେଲେ ୧୯ ଟିଏମ୍‌ସି ସାଂସଦ: ତାଲିକାରେ ୟୁସୁଫ ପଠାନ, ସାୟୋନି ଘୋଷ,…

କୋଲକାତା: ତୃଣମୂଳ କଂଗ୍ରେସ ଦଳରେ ରାଜନୈତିକ ସଙ୍କଟ ଏବେ ଅତି ଗମ୍ଭୀର ରୂପ ନେଇଛି ଏବଂ ଏହା ଏବେ ସଂସଦରେ ପହଞ୍ଚିଛି। ୟୁସୁଫ ପଠାନ, ସାୟୋନି ଘୋଷ ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ପରି ବରିଷ୍ଠ ନେତା ମଧ୍ୟ ବିଦ୍ରୋହୀ ଗୋଷ୍ଠୀକୁ ସମର୍ଥନ କରିବା ସହ ବିଦ୍ରୋହୀ ‌ଗୋ‌ଷ୍ଠୀରେ ସାମିଲ…

ଓମାନ ଉପକୂଳରେ ୨୪ ଭାରତୀୟ ନାବିକ ଥିବା ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିଲା

ନୂଆଦିଲ୍ଲୀ: ୨୪ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏକ ମର୍ଚ୍ଚାଣ୍ଟ ଟ୍ୟାଙ୍କର୍ ଓମାନ ଉପକୂଳରେ ଏକ କ୍ଷେପଣାସ୍ତ୍ର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା। କ୍ରୁ ସଦସ୍ୟମାନେ ଜାହାଜରେ ନିଆଁ ଲାଗିଥିବା ଓ ଜାହାଜ ବୁଡ଼ି ଯାଉଥିବା ବିଷୟରେ ଜଣାଇ ଜରୁରୀ ସାହାଯ୍ୟ ମାଗିଥିଲେ। ଏହାପରେ ଓମାନ ସେନା…

ଉତ୍ତର ଭାରତ ପାଇଁ ପାଣିପାଗ ବିଭାଗର ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ମୌସୁମୀ ଜନିତ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଉତ୍ତର ଭାରତରେ ଏବେ ବି ପ୍ରବଳ ଗରମ ପାଗ ଜାରି ରହିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗୁରୁବାରଠାରୁ ଏକ ଶକ୍ତିଶାଳୀ ପାଶ୍ଚାତ୍ୟ ବିଶୃଙ୍ଖଳା ଯୋଗୁ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ବ୍ୟାପକ…

ପିଓକେରେ ହେଉଥିବା ଅତ୍ୟାଚାର ବିରୋଧରେ ଲଣ୍ଡନ ରାଜରାସ୍ତାରେ କାଶ୍ମୀରବାସୀଙ୍କ ବିଦ୍ରୋହ

ଲଣ୍ଡନ,୯/୬: ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀର(ପିଓକେ)ରେ ଚାଲିଥିବା ଉତ୍ତେଜନା ଏବେ ସାତ ସମୁଦ୍ର ପାର ହୋଇ ବ୍ରିଟେନର ରାଜରାସ୍ତା ପର୍ଯ୍ୟନ୍ତ ପହଞ୍ଚିଛି। ୟୁକେରେ ରହୁଥିବା ଶହ ଶହ କାଶ୍ମୀର ପ୍ରବାସୀ ଏବଂ ମାନବାଧିକାର କର୍ମୀ ପାକିସ୍ତାନ ସରକାର ଏବଂ ସେନାର ବର୍ବର କାର୍ଯ୍ୟ, ଇଣ୍ଟରନେଟ୍…

ଟିଭିକେକୁ ସମର୍ଥନ କରିଥିବା ୨୧ ବିଦ୍ରୋହୀ ଏଆଇଏଡିଏମ୍‌କେ ବିଧାୟକଙ୍କୁ ଆଶ୍ୱସ୍ତି

ବେଙ୍ଗାଲୁରୁ: ଏଆଇଏଡିଏମ୍‌କେ ସାଧାରଣ ସମ୍ପାଦକ ଏଡାପାଡି କେ ପଲାନିସ୍ୱାମୀଙ୍କୁ ଆଉ ଏକ ଝଟକା ଦେଇ ତାମିଲନାଡୁ ବାଚସ୍ପତି ଜେସିଡି ପ୍ରଭାକର ମଙ୍ଗଳବାର ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟଙ୍କୁ ସମର୍ଥନ କରିଥିବା ଦଳର ୨୧ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ପ୍ରସ୍ତାବକୁ ଖାରଜ…

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ – ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ନେଇ ବଡ ନିଷ୍ପତ୍ତି ଦେଇଛନ୍ତି ସୁପ୍ରିମକୋର୍ଟ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଅବିବାହିତ ବୟସ୍କଙ୍କ ମଧ୍ୟରେ ସହମତିରେ ଶାରୀରିକ ସମ୍ପର୍କକୁ ” ନୈତିକ ପତନ” (କଳଙ୍କ) ବୋଲି ବିବେଚନା କରାଯାଇପାରିବ ନାହିଁ ଏବଂ ଏହାକୁ ଜଣେ…

ଦଳରୁ ବହିଷ୍କାର ହେବେ କି ମମତା ବାନାର୍ଜୀ !!

କଲକାତା : ଦଳରୁ ବହିଷ୍କାର ହେବେ କି ମମତା ବାନାର୍ଜୀ? ପଶ୍ଚିମବଙ୍ଗରେ (ଟିଏମସି) ବିଦ୍ରୋହ ଏବଂ ବିଭାଜନ ସହିତ ସଂଘର୍ଷ କରୁଛି। ମମତା ବାନାର୍ଜୀଙ୍କ ରାଜନୈତିକ ଭବିଷ୍ୟତ ବାଜିରେ ଲାଗିଛି। ସେ ଟିଏମସି ଏବଂ ସଭାପତି ପଦ ହରାଇବାର ଏବଂ ବହିଷ୍କାର ହେବାର ବିପଦର ସମ୍ମୁଖୀନ ହେଉଛନ୍ତି, କାରଣ ୫୮…

ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ଦଳର ବିପର୍ଯ୍ୟସ୍ଥ ଅବସ୍ଥା ସମୟରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।ମଙ୍ଗଳବାର ଦିଲ୍ଲୀରେ ସୋନିଆଙ୍କ ବାସଭବନରେ ହୋଇଥିବା ବୈଠକରେ, ଦୁଇ ନେତ୍ରୀ ଇଣ୍ଡି ମେଣ୍ଟ ବୈଠକ ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ସମନ୍ୱୟ ରକ୍ଷା କରି…

ଇରାନରେ ସବୁ ମହଙ୍ଗା : ବଢିଯାଇଛି ଖାଦ୍ୟ ଏବଂ ଔଷଧ ଦାମ୍, EMIରେ ଲୋକେ କିଣୁଛନ୍ତି ଚାଉଳ-ରୁଟି

ତେହେରାନ,୦୯|୦୬:ଇସ୍ରାଏଲ୍ ଓ ଆମେରିକା ସହ ଚାଲିଥିବା ଯୁଦ୍ଧର ସିଧାସଳଖ ପ୍ରଭାବ ଏବେ ଇରାନବାସୀଙ୍କ ଜୀବନକୁ ସମ୍ପୂର୍ଣ୍ଣ ଛାରଖାର କରିଦେଇଛି। ଦେଶରେ ମହଙ୍ଗା ମାଡ଼ ଏବଂ ଆର୍ଥିକ ସଙ୍କଟ ଏପରି ଚରମ ସୀମାରେ ପହଞ୍ଚିଛି ଯେ, ମାସ ଅଧାରୁ ହିଁ ଲୋକଙ୍କ ଦରମା ଶେଷ ହୋଇଯାଉଛି। ସ୍ଥିତି ଏତେ ସଂଗୀନ…

ଜାପାନ ପରେ ଏବେ ନେପାଳ ବ୍ୟାନ କଲା ଭାରତୀୟ ଆମ୍ବ; ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ: ଭାରତରେ ଖାଦ୍ୟ, ଫଳ ଓ ପନିପରିବା ଆଦି ଉପରେ ଅତ୍ୟଧିକ ପରିମାଣରେ କେମିକଲ୍ସ ସ୍ପ୍ରେ ଓ ମିଶ୍ରଣ ଯୋଗୁ ଏସବୁ ନେଇ ଲୋକଙ୍କ ଭରସା ଏକପ୍ରକାର ଉଠିଗଲାଣି। ପ୍ରତିଦିନ ଏଭଳି ଘଟଣା ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତି ଦେଶ ଭିତରେ ଛବି ଖରାପ କରୁଥିବା ବେଳେ ଏବେ ବିଦେଶରେ ମଧ୍ୟ ଏହା…