Browsing Category

ଦେଶ

ସାର ସବ୍‌ସିଡି ଦୁଇଗୁଣା କରିବାକୁ ଦାବି, ୧.୭ ଲକ୍ଷ କୋଟି ଟଙ୍କାର ବଜେଟ୍ ଆବଣ୍ଟନ ଉପରେ ୧୦୦% ବୃଦ୍ଧି ପ୍ରସ୍ତାବ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ ସାର କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି । ଆଗାମୀ ଦିନରେ ଏହି କ୍ଷେତ୍ର ଉପରେ ଅଧିକ ଚାପ ପଡ଼ିବା ଆଶଂକା କରାଯାଉଛି । ସରକାରୀ ସୂତ୍ର ଅନୁସାରେ ବୈଶ୍ୱିକ ଯୋଗାଣ ସହ ଜଡ଼ିତ ଆହ୍ୱାନ ଓ ଖର୍ଚ୍ଚ ବୃଦ୍ଧି କାରଣରୁ ସାର ମୂଲ୍ୟରୁ ଶୀଘ୍ର ଆଶ୍ୱସ୍ତି ମିଳିବା…

ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ କୁଏତ ଆମୀରଙ୍କ ସହ ଫୋନ୍‌ରେ କଥା ହେଲେ ପିଏମ ମୋଦୀ

ନୂଆଦିଲ୍ଲୀ: ପଶ୍ଚିମ ଏସିଆ (West Asia)ରେ ଜାରି ସଙ୍କଟ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କୁଏତର ଆମୀର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବେର ଅଲ ସବାହଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି। ଏହି ଆଲୋଚନା ସମୟରେ ଉଭୟ ନେତା କ୍ଷେତ୍ରୀୟ ସୁରକ୍ଷା ପରିସ୍ଥିତି…

ଦୁର୍ଘଟଣା ଘଟି ବସରେ ଲାଗିଲା ନିଆଁ ; ଜଳିଗଲେ ୨୧ ଯାତ୍ରୀ

ବାଗଦାଦ : ଦକ୍ଷିଣ ଇରାକର ନାସିରିଆ ସହର ନିକଟରେ ବଡ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିବା ପରେ ନିଆଁ ଲାଗି ଯିବାରୁ ପ୍ରାୟ ୨୧ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଅନୁଯାୟୀ, ଅତି ଦ୍ରୁତ…

ବିଶାଖା ଷ୍ଟିଲ୍ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ତ : ୯ ଶ୍ରମିକ ଜୀବନ୍ତ ଦଗ୍ଧ, ଅନେକ ଆହତ

ବିଶାଖାପଟ୍ଟଣମ : ବିଶାଖାପଟ୍ଟଣମ ସ୍ଥିତ ବିଶାଖା ଷ୍ଟିଲ୍ ପ୍ଲାଣ୍ଟର SMS-2 (Steel Melting Shop-2) ବିଭାଗରେ ସୋମବାର ଏକ ଭୟାବହ ଔଦ୍ୟୋଗିକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଅନ୍ୟ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଘଟଣା…

NEET-UG ପରୀକ୍ଷା ପ୍ରଶ୍ନପତ୍ର ନେବ ଭାରତୀୟ ବାୟୁସେନା

ନୂଆଦିଲ୍ଲୀ : NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ…

ଭାଙ୍ଗିଯିବ କି ଟିଏମସି ? ବାଚସ୍ପତିଙ୍କୁ ଚିଠି ଲେଖିଲେ ୨୦ ସାଂସଦ

କୋଲକତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଟିଏମସିର ଦଳର ସ୍ଥିତି ଏବେ ଦୋହଲି ଯାଇଛି । ଦଳରେ ବିଦ୍ରୋହ ଆରମ୍ଭ ହୋଇଗଲାଣି । ବିଧାୟକଙ୍କ ପରେ ସାଂସଦମାନେ ଇସ୍ତଫା ଦେଉଛନ୍ତି । ଲୋକସଭାର ୨୦ ଜଣ ସାଂସଦ ସ୍ପିକରଙ୍କୁ ଚିଠି ଲେଖିଛନ୍ତି । କୁହାଯାଉଛି କି, ସାଂସଦମାନେ ଅଲଗା…

ମୁମ୍ବାଇ ଏୟାରପୋର୍ଟରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁ ଉଦ୍ଧାର

ମୁମ୍ବାଇ : ବ୍ୟାଙ୍କକରୁ ମୁମ୍ବାଇ ଫେରୁଥିବା ଭାରତୀୟଙ୍କୁ ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଅଟକ ରଖିଛି । ତାଙ୍କ ପାଖରେ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ । ବନ୍ୟଜନ୍ତୁଙ୍କ ପରିଚୟ, ସୁରକ୍ଷିତ ରେସକ୍ୟୁ ଏବଂ ଉପଚାର ପାଇଁ ବନ୍ୟଜନ୍ତୁ କ୍ରାଇମ…

ବିଦେଶ ଫେରାର ବେଳେ ନେପାଳ ସୀମାରୁ ଜାହାଙ୍ଗୀର ଖାନଙ୍କୁ ଗିରଫ କଲା ଏସଟିଏଫ

କୋଲକତା : ଫାଲଟାରୁ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କୁ ଗିରଫ କରିଛି ଏସଟିଏଫ । ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (STF) ନେପାଳ ସୀମା ପାଖରୁ ତାଙ୍କୁ ଗିରଫ କରିଛି । ବିଦେଶ ଫେରାର ହେବା ନେଇ ଯୋଜନା କରୁଥିଲେ ଜାହାଙ୍ଗୀର ଖାନ । ଫାଲ୍ଟା ବିଧାନସଭା ନିର୍ବାଚନ…

ଦିଲ୍ଲୀ ଏୟାରପୋର୍ଟରେ ବର୍ଷା ପବନ, ୩ଟି ଏୟାର ଇଣ୍ଡିଆ ବିମାନ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଇଣ୍ଡିଆର ୩ଟି ବିମାନ କ୍ଷତିଗ୍ରସ୍ତ ହୋଇଛି । ରବିବାର ଜୁନ୍ ୭ ତାରିଖ ଅପରାହ୍ନରେ ହଠାତ୍ ଝଡ଼ ଏବଂ ବର୍ଷା ଯୋଗୁଁ ଟର୍ମିନାଲ ୨ରେ ଥିବା ବିମାନର ସିଡ଼ି ପବନରେ ଘୋଷାଡି ହୋଇ ବିମାନ ସହିତ ମାଡ଼ ହୋଇଥିଲା ।…

ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଏୟାରପୋର୍ଟରେ ପ୍ଲେନ୍ କ୍ରାସ୍ , ୨ ପାଇଲଟ ମୃତ

ନୂଆଦିଲ୍ଲୀ: ଡୋମିନିକାନ୍ ରିପବ୍ଲିକ୍ ର ‘ଲା ରୋମାନା ଆନ୍ତର୍ଜାତୀୟ ବିମାନବନ୍ଦର’ ରେ ବିମାନ ଦୁର୍ଘଟଣା । ଏକ ‘ଗଲ୍ଫଷ୍ଟ୍ରିମ୍ G200’ ପ୍ରାଇଭେଟ୍ ଜେଟ୍ ରନୱେରେ ପିଟି ହେଲା । ଏହାପରେ ବିସ୍ଫୋରଣ ଯୋଗୁଁ ଜଳିପୋଡି ଛାରଖାର ହେଲା । ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ବିମାନଟି ଲା…