ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍, ମେଟା ସହ ଦକ୍ଷତା ବିକାଶ ବିଭାଗର ସଂସ୍ଥା ନିସବଡ ସହ ବୁଝାମଣାପତ୍ର ସ୍ବାକ୍ଷରିତ

add-all

met

ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ହେବ ବିଶ୍ବର ହବ୍। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବପ୍ନ ଓ ଏଥିପାଇଁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏକବିଂଶ ଶତାବ୍ଦୀରେ ଦକ୍ଷତା ବିକାଶର ଯେଉଁ ଆବଶ୍ୟକତା ରହିଛି, କେବଳ ଦେଶରେ ନୁହେଁ ପୁରା ବିଶ୍ବ ପାଇଁ ଭାରତର ଯୁବପୀଢିକୁ ପ୍ରସ୍ତୁତ କରାଯିବ।

ଏଥିପାଇଁ ଆଜି ମେଟା ସହ ଦକ୍ଷତା ବିକାଶ ବିଭାଗର ସଂସ୍ଥା ନିସବଡ ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସିବିଏସଇ ସ୍କୁଲ ଗୁଡ଼ିକରେ ମେଟାର ସଂପୃକ୍ତି ବଢିବା ସହ ସେମାନଙ୍କୁ ଏଆଇ, ଭିଆର କାପାସିଟି ସଂପର୍କରେ ଅଧିକ ସୂଚନା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଧର୍ମେନ୍ଦ୍ର।


Post Views: 9

ad-week
Leave A Reply

Your email address will not be published.