ଶ୍ରୀମନ୍ଦିର ଗର୍ଭଗୃହରେ ମାରପିଟ୍ ଘଟି ପଡ଼ିଲା ରକ୍ତଛିଟା… ଅପରାଧଓଡିଶା By nisarta Last updated Oct 13, 2023 144 0 ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ। ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଘଟିଛି ଏଭଳି ଅଘଟଣ। ତେବେ ଏହି ଅଘଟଣ ଘଟିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢିଲା। ଘଟଣା ପରେ ଉଭୟଙ୍କୁ ନେଇ ସିଂହଦ୍ୱାର ପୋଲିସ୍ ପଚରାଉଚରା କରୁଛି। Post navigation 0 144 Share
ପୁରୀ: ଶ୍ରୀମନ୍ଦିର ରତ୍ନ ସିଂହାସନ ନିକଟରେ ରକ୍ତଛିଟା। ପସରାଉଠା କର୍ମଚାରୀ ଓ ଜଣେ ସେବାୟତଙ୍କ ମଧ୍ୟରେ ମାରପିଟ୍। ଖେଇକୁ ନେଇ ଜଣେ ପତ୍ରୀବଡୁ ସେବାୟତଙ୍କ ମୁଥ ମାଡ଼ରେ ଅନ୍ୟ ଜଣେ ଅଣସେବାୟତଙ୍କ ଫାଟିଲା ନାକ। ରକ୍ତଛିଟା ପଡ଼ିବାରୁ ଠାକୁରଙ୍କ ବଡ଼ ମହାସ୍ନାନ। ମଧ୍ୟାହ୍ନ ଧୂପ ନୀତି ଶେଷ ପରେ ଘଟିଛି ଏଭଳି ଅଘଟଣ। ତେବେ ଏହି ଅଘଟଣ ଘଟିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢିଲା। ଘଟଣା ପରେ ଉଭୟଙ୍କୁ ନେଇ ସିଂହଦ୍ୱାର ପୋଲିସ୍ ପଚରାଉଚରା କରୁଛି। Post navigation