CISF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

Rourkela_1702549976

ରାଉରେକଲା : ରାଉରକେଲାରେ CISF ଯବାନଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର। CISF ବାରାକ ପରିସର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ମୃତଦେହ ଜବତ କରି ପ୍ଲାଣ୍ଟସାଇଟ୍‌ ଥାନା ପୁଲିସର ତଦନ୍ତ କରୁଛି। ମୃତ ଯବାନଙ୍କ ନାମ ସାହିଲ କୁମାର ଜଣାପଡ଼ି ଥିବା ବେଳେ ସେ କନଷ୍ଟେବଳ ରାଙ୍କର ବୋଲି ସୂଚନା ରହିଛି।
ଆଜି ଯବାନଙ୍କର ଗଛରୁ ଝୁଲନ୍ତା ମୃତଦେହ ମିଳିଛି। ଖବର ପାଇ ପ୍ଲାଣ୍ଟ ସାଇଟ୍ ଥନା ପୁଲିସ ଓ CISF ର ଅଫିସର ମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.