ଏସ୍‌ସିବିର ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ…

add-all

PURNACHANDRA-1

କଟକ  : କଟକ ଏସ୍‌ସିବି ମେଡିକାଲ ମେଡିସିନ ବିଭାଗ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଫେଲୋସିପ ପ୍ରଦାନ କରାଯାଇଛି। କର୍ଣ୍ଣାଟକ ମାଙ୍ଗାଲୋର ଠାରେ ଜେରିଆଟ୍ରିକ ସୋସାଇଟି ଅଫ ଇଣ୍ଡିଆର ୩୬ତମ ଜାତୀୟ ସମ୍ମିଳନୀରେ ତାଙ୍କୁ ସମ୍ମାନିତ କରାଯାଇଛି ।

ଜେରିଆଟ୍ରିକ ରୋଗୀ ଏବଂ ସାମଗ୍ରିକ ରୋଗୀଙ୍କ ଯତ୍ନ ପାଇଁ ତାଙ୍କୁ ଫେଲୋସିପ ପ୍ରଦାନ କରାଯାଇଥିଲା। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ପ୍ରାନ୍ତରୁ ଶତାଧିକ ପ୍ରତିନିଧି ଯୋଗ ଦେଇଥିଲେ। ଡାକ୍ତର ଦାସ ବୃଦ୍ଧାବସ୍ଥାରେ ମଧୁମେହ ଜନିତ କିଡନୀ ରୋଗର ନିରାକରଣ ଉପରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ। ସେ ଗତ ୨୩ ବର୍ଷ ଧରି ଜେରିଆଟ୍ରିକ ସେସାଇଟି ସହିତ ଜଡିତ ଅଛନ୍ତି ।

ad-week
Leave A Reply

Your email address will not be published.