କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି…

add-all

kj-750x430

ଭୁବନେଶ୍ବର: କାମିଆ ଜାନି ପ୍ରସଙ୍ଗରେ ବିଜେପିକୁ କଡ଼ା ଜବାବ ଦେଲା ବିଜେଡି। ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି, ସେମାନେ ଯେତେବେଳେ ଅଯୋଧ୍ୟାରେ ନେଇ ତାଙ୍କ ବ୍ରାଣ୍ଡ ଆମ୍ବାସଡର କରିଥିଲେ, ସେତେବେଳେ କଣ ହିନ୍ଦୁତ୍ୱ କ୍ଷର୍ଣ୍ଣ ହେଉନଥିଲା କି। ତେଣୁ ସେମାନେ ବୁଝିବା ଦରକାର ରାମ ମନ୍ଦିରକୁ ନେଇ ସେମାନେ ତାଙ୍କ ଦ୍ବାରା ପ୍ରଚାର ପ୍ରସାର କରିଛନ୍ତି। ଆମ ଜଗନ୍ନାଥ ମନ୍ଦିରକୁ ଗଲେ ଧର୍ମ କ୍ଷର୍ଣ୍ଣ ହେଉଛି ବୋଲି କହୁଛନ୍ତି। ଏଥିରୁ ସ୍ପଷ୍ଟ ସେ ସେମାନେ ଏହାକୁ ନେଇ ରାଜନୀତି କରୁଛନ୍ତି।

ଏମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନ ଥିବାରୁ ଏହାକୁ ପ୍ରସଙ୍ଗ କରୁଛନ୍ତି। ନୂତନ ଓଡ଼ିଶା ନବୀନ ଓଡ଼ିଶାରେ ସେମାନେ ଦେଖି ପାରୁଥିବେ। ଏହାକୁ ଜନସାଧାରଣ ଜାଣି ସାରିଛନ୍ତି। ତେଣୁ ଏହାକୁ ଲୋକେ ଗ୍ରହଣ କରିବେ ନାହିଁ।

ad-week
Leave A Reply

Your email address will not be published.