କୋଭିଡକୁ ନେଇ ଆତଙ୍କିତ ହେବାର ନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ…

Bijaya-Mohapatra-750x430-1-750x430

ଭୁବନେଶ୍ବର: ରାଜ୍ୟରେ କୋଭିଡର ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର ମତ ରଖିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଦୁଇଜଣ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି।  ହେଲେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ। ସେମାନଙ୍କ ଭିତରେ ଲକ୍ଷଣ ବହୁତ କମ୍ ଅଛି। ଦୁହେଁ ଘରେ ଚିକିତ୍ସିତ ହେଉଛନ୍ତି। ଜେନମ ସିକ୍ବେନ୍ସିଂ ପାଇଁ ପଠାଯାଇଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଓ ଯାହା କୋଭିଡ ସମୟରେ କରାଯାଏ, ତାହା ହୋଇଛି। ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ।

ଏଣେ କଣ୍ଟାବାଞ୍ଜିରେ ବ୍ୟାପିଥିବା ଡାଇରିଆ ସଂପର୍କରେ ସ୍ୱାସ୍ଥ୍ୟ ନିର୍ଦେଶକ କହିଛନ୍ତି, କଣ୍ଟାବାଞ୍ଜିରେ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ପାଇଛୁ।  ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଟିମ୍ ଘଟଣାସ୍ଥଳକୁ ଯାଇଛି। ସେମାନେ ଆସିଲେ, ଯାହା ରିପୋର୍ଟ ଆସିବ।

ad-week
Leave A Reply

Your email address will not be published.