ନିଶା କାରବାର ଅଭିଯୋଗ, ୨ ବେପାରୀଙ୍କୁ କୋର୍ଟ ଚାଲାଣ ଅପରାଧଓଡିଶା By nisarta Last updated Dec 25, 2023 93 0 ପୁରୀ : ନିଶା କାରବାର ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବେପାରୀ ବାଘଆଖଡ଼ା ମଠ ଲେନର ସଞ୍ଜୟ କୁମାର ସାହୁ ଓ ମୋହନ ଭୋଇ। ସେମାନଙ୍କ ଠାରୁ ୪୬ଟି କଫ ସିରଫ ବୋତଲ ,ଗୋଟିଏ ସ୍କୁଟି ଓ ଅନ୍ୟାନ୍ୟ ନିଶା ବଟିକା ଜବତ ହୋଇଛି। ଉଭୟ ଆଲାମଚଣ୍ଡୀ ମନ୍ଦିର ନିକଟରେ ନିଶା କାରବାର କରୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। Post navigation 0 93 Share
ପୁରୀ : ନିଶା କାରବାର ଅଭିଯୋଗରେ ପୁରୀ କୁମ୍ଭାରପଡ଼ା ଥାନା ପୋଲିସ ଦୁଇ ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇ ବେପାରୀ ବାଘଆଖଡ଼ା ମଠ ଲେନର ସଞ୍ଜୟ କୁମାର ସାହୁ ଓ ମୋହନ ଭୋଇ। ସେମାନଙ୍କ ଠାରୁ ୪୬ଟି କଫ ସିରଫ ବୋତଲ ,ଗୋଟିଏ ସ୍କୁଟି ଓ ଅନ୍ୟାନ୍ୟ ନିଶା ବଟିକା ଜବତ ହୋଇଛି। ଉଭୟ ଆଲାମଚଣ୍ଡୀ ମନ୍ଦିର ନିକଟରେ ନିଶା କାରବାର କରୁଥିବା ଖବର ପାଇ ପୋଲିସ ଚଢାଉ କରିଥିଲା। Post navigation