ପଦ୍ମପୁୁରକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରସ୍ତୁତି ବେଳେ ରାଜ୍ୟ ସରକାରକୁ ହାଇକୋର୍ଟଙ୍କ ଝଟକା

କଟକ: ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦେବାକୁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଥିବା ବେଳେ ହାଇକୋର୍ଟ ଏହି ମାମଲାରେ ଦାୟର ଆବେଦନର ଶୁଣାଣି କରି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଯେଉଁଥିରେ ହାଇକୋର୍ଟଙ୍କ ବିନା ନିର୍ଦ୍ଦେଶରେ ନୂଆ ଜିଲ୍ଲା ଗଠନ…

ASO ଚୟନ: ମେରିଟ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ

କଟକ: ASO ଚୟନ ମେରିଟ ଲିଷ୍ଟ କାଏମ୍‌ ରଖିଛନ୍ତି ହାଇକୋର୍ଟ । OPSC ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନି ବୋଲି କହିବା ସହ ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ। ତେବେ ଯେଉଁଠୁ ପ୍ରକ୍ରିୟା ବନ୍ଦ ରହିଥିଲା ସେଠାରୁ ହିଁ ଚାଲୁ…

କୋଭିଡ ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରନ୍ତୁ; ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢିଛି । ଦେଶରେ ଏବେ ନିୟମିତ କେସ୍ ବଢିବାରେ ଲାଗିଛି । ବିଭିନ୍ନ ସ୍ଥାନରେ ରୋଗୀ ବି ଚିହ୍ନଟ ହେଲେଣି । ଏହାରି ଭିତରେ ରାଜ୍ୟ ସରକାର ବି ତପ୍ତରତା ପ୍ରକାଶ କଲେଣି । ସ୍ୱାସ୍ଥ୍ୟ ବିଭାଗକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ…

ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଗିରଫ…

ଭୁବନେଶ୍ୱର : ଗିରଫ ହେଲେ କୁବେର ଯୋଗାଣ ଅଧିକାରୀ । ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଗତକାଲି ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ସରକାରୀ…

ଲୋକସଭାରେ ପାସ ହେଲା ସିଇସି ବିଲ୍‌…

ଗଣ ନିଲମ୍ବନ ପରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ବିରୋଧୀ ସଦସ୍ୟଙ୍କ ମରୁଡ଼ି ଦେଖିବାକୁ ମିଳିଛି। ଲୋକସଭାରୁ ଦୁଇ ତୃତୀୟାଂଶ ବିରୋଧୀ ସଦସ୍ୟଙ୍କ ନିଲମ୍ବନ ହୋଇଛନ୍ତି। ଏହା ସତ୍ତ୍ୱେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ କମିଶନ ନିଯୁକ୍ତି ବିଲ୍‌ ଲୋକସଭାରେ ଆଜି ସରକାର…

ସଂସଦ ସୁରକ୍ଷା ତ୍ରୁଟି ମାମଲା : ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ଯାଏ ବୃଦ୍ଧି…

ସଂସଦ ସୁରକ୍ଷା ତ୍ରୁଟି ମାମଲାରେ ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ୧୫ ଦିନ ବଢାଇଛନ୍ତି କୋର୍ଟ । ପଟିୟାଲା ହାଉସ କୋର୍ଟ ଏମାନଙ୍କ ଅବଧି ୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇଛି । ଅଭିଯୁକ୍ତ ନିଲମ, ମନୋରଂଜନ, ସାଗର ଏବଂ ଅମୋଲ ସିନ୍ଧେଙ୍କୁ ଅନେକ ସ୍ଥାନକୁ…

ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ…

ଭୁବନେଶ୍ବର: ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା। ଉଭୟ ଭିବ୍ରିଓ କଲେରା ଓ ଇ-କୋଲାଇ ବ୍ୟାକ୍ଟେରିଆ ଯୋଗୁଁ ବ୍ୟାପିଛି ଝାଡ଼ାବାନ୍ତି । ଏନେଇ ସୂଚନା ଦେଇଛନ୍ତି ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ପ୍ରାୟ ୧୪ ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି ।…

ଡକାୟତି ଯୋଜନା ଚାଲିଥିବାବେଳେ କାବୁ କଲା ପୋଲିସ, ୫ ଗିରଫ…

ଭୁବନେଶ୍ବର: ଡକାୟତି ଯୋଜନା ଚାଲିଥିବାବେଳେ ଏହାକୁ ପଣ୍ଡ କଲା ପୋଲିସ । ଘଟଣାରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ଵର ଥାନା ପୋଲିସ । ଗିରଫ ଅଭିଯୁକ୍ତ ମାନଙ୍କ ଭିତରୁ ୪ ଜଣ ହେଲେ ଅମରନାଥ ସଫେରା(୨୪), ଗୋବିନ୍ଦା ସଫେରା(୨୧),…

ବିଳମ୍ବରେ ପାନ୍ ଆଧାର ଲିଙ୍କ୍ କରିଥିବା ଲୋକଙ୍କଠାରୁ ୨୧୨୫ କୋଟି ଆଦାୟ…

ନୂଆଦିଲ୍ଲୀ: ଯେଉଁମାନେ ପାନ୍-ଆଧାର ସଂଯୋଗ କରିବାରେ ବିଳମ୍ବ କରିଛନ୍ତି ସେମାନଙ୍କଠାରୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ୨,୧୨୫ କୋଟି ଟଙ୍କାର ଜରିମାନା ଆଦାୟ କରିଛନ୍ତି ବୋଲି ଅର୍ଥମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ୩୦ ଜୁନ୍ ୨୦୨୩ ମାଗଣାରେ ପାନ୍-ଆଧାର ଲିଙ୍କ୍…

ବିଜେଡିରେ ମିଶିଲେ ପୁରୀ ଜିଲ୍ଲାର ବିଜେପି ନେତା ଓ ଶତାଧିକ କର୍ମୀ…

ଭୁବନେଶ୍ବର: ଶଙ୍ଖ ଭବନରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ହୋଇଥିଲା। ବ୍ରହ୍ମଗିରି ବିଜେପି ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ମହାନ୍ତିଙ୍କ…