ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ…

ଅନୁଗୁଳ: ଅନୁଗୁଳ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ସନ୍ତୋଷ କୁମାର ପ୍ରଧାନଙ୍କ ପରଲୋକ । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ଵରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଫୁସ୍‌ଫୁସ…

ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା, ହଜାରେରୁ ଅଧିକ ଆକ୍ରାନ୍ତ…

ରାଉରକେଲା: ରାଉରକେଲାରେ ଝାଡାବାନ୍ତି ଉପର ମୁହାଁ । କମିବାର ନାଁ ଧରୁନି । ଆରଜିଏଚରେ ଝାଡାବାନ୍ତି ଆକ୍ରାନ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା ରିପୋର୍ଟରେ ହଇଜା ଭୂତାଣୁ ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଏକ…

ଆଉ ରହିବନି ଆଇପିସି, ସିଆରପିସି : ସଂସଦରେ ୩ ବିଲ ପାସ୍‌…

ନୂଆଦିଲ୍ଲୀ : ବ୍ରିଟିଶ ଶାସନ ସମୟରୁ ପ୍ରଚଳିତ ଭାରତୀୟ ଅପରାଧିକ ଆଇନରେ ହୋଇଛି ପରିବର୍ତ୍ତନ। ଏଣିକି ଆଉ ରହିବନି ଆଇପିସି, ସିଆରପିସି ଓ ଆଇଇଏ। ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। କାରଣ ରାଜ୍ୟସଭା ପରେ ଲୋକସଭାରେ ପାରିତ ହୋଇଛି…

ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାର ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର : ଓଡିଶା ଜଙ୍ଗଲ ଅଧିକାର ମଞ୍ଚ ପକ୍ଷରୁ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏବଂ ରାଜ୍ୟସରକାରଙ୍କ ଦ୍ଵାରା ଘୋଷଣା କରାଯାଇଥିବା ମୋ ଜଙ୍ଗଲ ଜମି ଯୋଜନାର ସଠିକ କାର୍ଯ୍ୟକାରିତା ପାଇଁ ରାଜ୍ୟସ୍ତରୀୟ ଜଙ୍ଗଲ ଅଧିକାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ…

ଏସଡିଏର ୨ ଗିରଫ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ…

ସମ୍ବଲପୁର: ବିଗତ ୩ ବର୍ଷରୁ ଅଧିକ ହେବ ନୁତନ କୋଠା ନିର୍ମାଣ ପାଇଁ ପ୍ଲାନ ଅନୁମତି ପ୍ରଦାନ ନିମନ୍ତେ ଆବେଦନକାରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିବା ଏବଂ ନକଲି ଅନୁମତି ପତ୍ର ପ୍ରଦାନ ମାମଲାରେ ସମ୍ବଲପୁର ଉନ୍ନୟନ କତ୍ତୃପକ୍ଷ (ଏସଡିଏ) ର ଅଭିଯୁକ୍ତ କର୍ମଚାରୀ…

ବୌଦ୍ଧରେ ପ୍ରଥମ ନେଚର ପାର୍କର ମଜା ନେଉଛନ୍ତି ପର୍ଯ୍ୟଟକ; ହେଲେ ରାସ୍ତା କରିଛି ନିରାଶ…

ବୌଦ୍ଧ : ବୌଦ୍ଧ ଜିଲା ପ୍ରାକୃତିକ ଶୋଭାରାଜିରେ ଭରପୁର। ଜିଲାରେ ପର୍ଯ୍ୟଟନ ଶିଳ୍ପର ଅନେକ ସମ୍ଭାବନା ରହିଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ ଭାବରେ ଜିଲା ବନ ବିଭାଗ ପକ୍ଷରୁ ପର୍ଯ୍ୟଟନକୁ ଗୁରୁତ୍ୱ ଦିଆଯାଇ ଐତିହାସିକ…

ଡାଲଚିନି ନାଁରେ ମାର୍କେଟରେ ବିକ୍ରି ହେଉଛି କାସିଆ!; ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଡାଲଚିନି ନାଁରେ ମାର୍କେଟରେ ବିକ୍ରି କାସିଆ ହେଉଥିବା ଅଭିଯୋଗ ହୋଇଛି। ଅଧିକ ଲାଭ ଆଶାରେ ଦୋକାନୀମାନେ ଡାଲ ଚିନି ବଦଳରେ ଖାଉଟିଙ୍କୁ କାସିଆ ଦେଉଛନ୍ତି। କାରଣ କାସିଆ ହେଉଛି ଡାଲ ଚିନି ଅପେକ୍ଷା ବହୁତ ଶସ୍ତା। ଏହି ଅଭିଯୋଗ ପରେ ମାର୍କେଟର ଡାଲଚିନି…

ଥରୁଛି ଓଡିଶା ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। କିଛି ଦିନ ହେବ ସାରା ରାଜ୍ୟରେ ପ୍ରବଳରୁ ଅତି ଥଣ୍ଡା ଅନୁଭୂତ ହେଉଛି। ସୋମବାର ରାତି ସୁଦ୍ଧା ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। କନ୍ଧମାଳ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ଜି.ଉଦୟଗିରି ୬.୫,…

ବୁଧବାର ୪ ଘଣ୍ଟା ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ…

ପୁରୀ,୧୯।୧୨: ମାର୍ଗଶୀର-ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ । ଏ ନେଇ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ସାଧାରଣ ଦର୍ଶନ ବନ୍ଦ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ମହାପ୍ରଭୁଙ୍କ…

‘ରାଜ୍ୟରେ ଚିହ୍ନଟ ହୋଇନି ନୂଆ ଭାରିଏଣ୍ଟ, କିନ୍ତୁ ଆମେ ପ୍ରସ୍ତୁତ’…

ଭୁବନେଶ୍ବର : ପୁଣି ଥରେ ଡରାଇବା ଆରମ୍ଭ କଲାଣି ମହାମାରୀ କରୋନା। କରୋନାର ସବଭ୍ୟାରିଏଣ୍ଟ ଜେଏନ ୧ କର୍ଣ୍ଣାଟକା ଓ କେରଳରେ ଠାବ ହେବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟ ପାଇଁ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର।…