ଥରୁଛି ଓଡିଶା ; ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର

add-all

cold-wave-

ଭୁବନେଶ୍ୱର : ଶୀତରେ ଥରୁଛି ସାରା ଓଡିଶା। କିଛି ଦିନ ହେବ ସାରା ରାଜ୍ୟରେ ପ୍ରବଳରୁ ଅତି ଥଣ୍ଡା ଅନୁଭୂତ ହେଉଛି। ସୋମବାର ରାତି ସୁଦ୍ଧା ୧୦ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।
କନ୍ଧମାଳ ଜି.ଉଦୟଗିରି ସବୁଠାରୁ ଥଣ୍ଡା ସହର। ଜି.ଉଦୟଗିରି ୬.୫, ସୁନ୍ଦରଗଡ କିରେଇ ୭, ଫୁଲବାଣୀ ୮.୫, କୋରାପୁଟ ୮.୭, କେନ୍ଦୁଝର ୮.୮, ସୁନ୍ଦରଗଡ ୯, ଝାରସୁଗୁଡା ୯.୨, ଦାରିଙ୍ଗବାଡି ୯.୫, ଅନୁଗୁଳ ଓ ରାଉରକେଲା ୯.୬, କଟକ ୧୩.୫, ଭୁବନେଶ୍ୱର ତାପମାତ୍ରା ୧୩.୮ ଡିଗ୍ରୀ ରେକର୍ଡ କରାଯାଇଛି।

ad-week
Leave A Reply

Your email address will not be published.