ପୂଜା ବୁଲିବାକୁ ଯାଉଥିଲେ ରାଜଧାନୀବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ
ଭୁବନେଶ୍ବର : ପାର୍ବଣରେ ଦିନକୁ ଦିନ ଅପରାଧୀଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ପ୍ରତିଦିନ ଚୋରି , ଡକାୟତି ଭଳି ଘଟଣା ସାମ୍ନାକୁ ଆସୁଛି । ଅପରାଧୀଙ୍କୁ ଧରିବା ଯେପରି ପୋଲିସ ପାଇଁ ଏକ ବଡ ଚ୍ୟାଲେଞ୍ଚ…