ଜମ୍ମୁରେ ୨ ‘ବିଏସ୍‌ଏଫ୍‌’ ଯବାନ ଆହତ

ଜମ୍ମୁ: ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଥିବା ସୀମାନ୍ତ ପ୍ରହରୀମାନଙ୍କ ଉପରକୁ ପାକିସ୍ତାନ ରେଞ୍ଜର୍‌ମାନେ ଅକାରଣ ଗୁଳି ଚଳାଇବାରୁ ୨ଜଣ ‘ବିଏସ୍‌ଏଫ୍‌’ କର୍ମଚାରୀ ଆହତ ହୋଇଥିବା କଥା ଆଜି ସରକାରୀ ଅଧିକାରୀମାନେ…

ଗାଜା ହସ୍ପିଟାଲରେ ହୋଇଥିବା ଭୟଙ୍କର ହମଲାରେ ପ୍ରଧାନମନ୍ତ୍ରୀ ମୋଦି ‘ସ୍ତବ୍ଧ’

ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ମଙ୍ଗଳବାର ଗାଜାରେ ଥିବା ଅଲ ଅହଲି ହସ୍ପିଟାଲରେ ଭୟଙ୍କର ରକେଟ ମାଡ଼ ହୋଇଛି। ଏଥିରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁ କିଛି ଛାରଖାର ହୋଇଯାଇଯାଇଛି। ଯୁଦ୍ଧ ଭିତରେ ଏପରି ହମଲାକୁ ସମସ୍ତେ ନିନ୍ଦା…

ବିଜୁଳି ଦର ବୃଦ୍ଧି ପାଇଁ ଅଦାନୀ ଗ୍ରୁପ ଦାୟୀ : ରାହୁଲ ଗାନ୍ଧି

ପୁଣି ଥରେ ଆଦାନୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ଆଦାନୀ ଗ୍ରୁପ ୨୦ ହଜାର ନୁହେଁ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି କରିଥିବା ରାହୁଲ ଗାନ୍ଧି ବଡ଼ ଅଭିଯୋଗ ଆଣିଛନ୍ତି। ଆଉ ବିଦ୍ୟୁତ ଦର ବୃଦ୍ଧି ପଛରେ ଆଦାନୀର ହାତ ଥିବା…

ସମଲିଙ୍ଗୀ ବିବାହକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମଲିଙ୍ଗୀ ଯୋଡିକୁ ସୁପ୍ରିମକୋର୍ଟରୁ ମିଳିଛି ବଡ଼ ଝଟ୍‌କା। ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ସଫା ସଫା ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ। ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି। ସମଲିଙ୍ଗୀ…

ହମାସର ବିନାଶ ନ ହେବା ପର୍ଯ୍ୟନ୍ତ ଅଟକିବନି ଇସ୍ରାଏଲ୍ : ନେତାନ୍ୟାହୁ

ଜେରୁଜେଲମ୍ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମଙ୍ଗଳବାର ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହମାସର ସମ୍ପୂର୍ଣ୍ଣ ନିପାତ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବ ନାହିଁ। ବେଞ୍ଜାମିନ…

ତାମିଲନାଡୁ ବାଣ କାରଖାନାରେ ବିସ୍ଫୋରଣ, ୯ ମୃତ

ଚେନ୍ନାଇ: ଆଗକୁ ଦୀପାବଳି ଥିବାରୁ ତାମିଲନାଡୁର ବିଭିନ୍ନ ବାଣ କାରଖାନାରେ ବାଣପ୍ରସ୍ତୁତି ଜୋରସୋରରେ ଆଗେଇଚାଲିଛି । ତେବେ ଅସୁରକ୍ଷିତ ବାତାବରଣ ଓ ଢିଲା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି । ତାମିଲନାଡୁର ଦୁଇଟି ବାଣ କାରଖାନାରେ ମଙ୍ଗଳବାର…

କ୍ଷମତାକୁ ଆସିଲେ ତିଆରି କରିବ ଆଇପିଏଲ ଟିମ୍‌

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ପାଇଁ ଆଜି ବିରୋଧୀ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ଜାରି କରିଛି। ମଧ୍ୟପ୍ରଦେଶରେ ଦଳ କ୍ଷମତାକୁ ଆସିବା ପରେ କ’ଣ ସବୁ କରିବ, ସେ ବାବଦରେ ଭୋଟରଙ୍କୁ ଆଜି ପ୍ରତିଶ୍ରୁତି ଦେଇଛି। ଯଦି କଂଗ୍ରେସ କ୍ଷମତାକୁ ଆସିବ, ତା’ହେଲେ ମଧ୍ୟପ୍ରଦେଶ…

କଂଗ୍ରେସର ନିର୍ବାଚନ ଇସ୍ତାହାରକୁ ନେଇ ବିଜେପିର ଅଭିଯୋଗ, ୫ ବର୍ଷ ତଳେ ବି ପ୍ରତିଜ୍ଞା କରିଥିଲେ

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ କରାଯାଇଛି | କଂଗ୍ରେସ ଦଳ ପକ୍ଷରୁ ଏହାର ନିର୍ବାଚନୀ ଇସ୍ତାହାରକୁ ‘ବଚନ ପତ୍ର’ ବୋଲି ନାମ ଦେଇଛି | ତେବେ କଂଗ୍ରେସର ବଚନ ପତ୍ରକୁ ନେଇ ଭାରତୀୟ ଜନତା ପାର୍ଟି କହିଛି ଯେ…

ଇସ୍ରାଏଲକୁ ଖୋଲା ଧମକ ଦେଲେ ଇରାନର ସୁପ୍ରିମ ଲିଡର୍‌

ତେହେରାନ : ଗାଜା ଷ୍ଟ୍ରିପ୍‌ ଉପରେ ହମଲା କରୁଥିବା ଇସ୍ରାଏଲକୁ ଆଜି ଖୋଲା ଧମକ ଦେଇଛନ୍ତି ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲୀ ଖାମେନି। ଯଦି ଗାଜାରେ ଇସ୍ରାଏଲର ଅପରାଧ ଜାରି ରହିବ, ତା’ହେଲେ ସମଗ୍ର ବିଶ୍ୱରେ କେହି ବି ମୁସଲିମ ଓ ରେଜିଷ୍ଟାନ୍ସ ଫୋର୍ସକୁ…

ମହାରାଷ୍ଟ୍ର ବାଚସ୍ପତିଙ୍କ ପାଇଁ ଶେଷ ସୁଯୋଗ

ନୂଆଦିଲ୍ଲୀ : ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଧାର୍ଯ୍ୟ କରିଥିବା ସମୟକୁ ନେଇ ସୁପ୍ରିମକୋର୍ଟ ସନ୍ତୁଷ୍ଟ ନୁହଁନ୍ତି। ଯଥାଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି।…