ଢିପ ଜମି ଫାଟିଲାଣି, ଚାଷୀଙ୍କୁ ମିଳୁନି ପାଣିପମ୍ପ୍‌…

କେନ୍ଦ୍ରାପଡ଼ା : ଚଳିତବର୍ଷ କେନ୍ଦ୍ରାପଡ଼ାରେ ବର୍ଷା ପରିମାଣ କମ୍‌ ରହିଛି। ଜିଲାର ପ୍ରାୟ ୩୧ ହଜାର ହେକ୍ଟର ଜମି ଢିପ ହୋଇଥିବାରୁ ମରୁଡ଼ି ଅବସ୍ଥାକୁ ଆସିଛି। ଏହି ସମୟରେ ପାଣିର ଆବଶ୍ୟକତା ଅଛି। ଚାଷୀଙ୍କୁ ସବ୍‌ସିଡିରେ ପାଣିପମ୍ପ୍‌ ଯୋଗାଇ ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା…

ଆସନ୍ତାକାଲି ଆନ୍ତଃମନ୍ତ୍ରିସ୍ତରୀୟ ବୈୖଠକ…

ଭୁବନେଶ୍ବର: ଆସନ୍ତାକାଲି ଲୋକସେବା ଭବନଠାରେ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଖାଦ୍ୟ ଯୋଗାଣ, ସମବାୟ ଓ ଉଚ୍ଚଶିକ୍ଷା…

ଆରିଜ ଖାନଙ୍କ ମୃତ୍ୟୁଦଣ୍ଡ ଆଜୀବନକୁ ବଦଳିଲା…

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ୨୦୦୮ ମସିହା ବାଟଲା ହାଉସ ଏନକାଉଣ୍ଟର ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଆରିଜ ଖାନକୁ ବଡ଼ ଆଶ୍ୱସ୍ତି ମିଳିଛି। ତାକୁ ତଳ କୋର୍ଟ ଏନକାଉଣ୍ଟର ଘଟଣାରେ ମୃତ୍ୟୁ ଦଣ୍ତରେ ଦଣ୍ଡିତ କରିଥିଲେ। କିନ୍ତୁ ଆଜି ଦିଲ୍ଲୀ ହାଇକୋର୍ଟ ମୃତ୍ୟୁଦଣ୍ଡକୁ ବଦଳାଇ ଆଜୀବନ କରି…

ରାସ୍ତାରେ ଉଡ଼ିଲା ଟଙ୍କା…ସବୁ ଚିରାଫଟା…

ଭୁବନେଶ୍ବର: ଭୁବନେଶ୍ୱର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମ୍ମୁଖ ରାସ୍ତାରେ ବୁଧବାର ଚିରାଫଟା ୫ ଶହ, ୨ ଶହ ଓ ୧୦୦ ଟଙ୍କିଆ ଉଡ଼ିଥିଲା। ଯାତାୟାତ କରୁଥିବା ଲୋକେ ଏତେ ପରିମାଣର ଟଙ୍କା ପଡ଼ିଥିବା ଦେଖି ଗହଳି ଜମାଇ ଥିଲେ। ପରେ ରିଜର୍ଭ ବ୍ୟାଙ୍କକୁ ଚିରାଫଟା ‌ଟଙ୍କା ବଦଳ ପାଇଁ ଆସିଥିବା ସାଧାରଣ…

କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ…

କଟକ : ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା କଟକ ସହରର ରାସ୍ତାଘାଟ ଓ ଡ୍ରେନ୍ ସମସ୍ୟାକୁ ନେଇ ହାଇକୋର୍ଟ କ୍ଷୁବ୍ଧ। ଏଥିପାଇଁ ସହରବାସୀ ଭୋଗୁଥିବା ସମସ୍ୟା ଓ ଏହାକୁ ନେଇ ବିଭିନ୍ନ ସଂସ୍ଥାର ଆଭିମୁଖ୍ୟ ଉପରେ ବିଚାର କରି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ।…

ଗଛ କାଟି ଖାନ୍‌ନଗର ରିଂରୋଡ୍‌ ପ୍ରଶସ୍ତୀକରଣ…

କଟକ : ଏବେ ଉନ୍ନତୀକରଣ ନାମରେ କଟାଚାଲିଛି ବହୁ ପୁରୁଣା ଗଛ। ରିଙ୍ଗରୋଡକୁ ୬ ଟିକିଆ କରିବା ନାମରେ ବର, ଚାକୁଣ୍ଡା, ଆମ୍ବ, ଓସ୍ତ ଭଳି ବହୁ ବଡ଼ ବଡ଼ ଗଛ କାଟି ଦିଆଯାଇଛି। ବର୍ଷବର୍ଷ ଧରି ପଥଚାରୀଙ୍କୁ ଛାଇ ଦେଉଥିବା ଗଛଗୁଡ଼ିକ କଟାହୋଇଯିବା ପରେ ରିଙ୍ଗରୋଡରେ ଏବେ ଟିକେ…

ପୂଜା ମଣ୍ଡପରେ ଲାଗିବ ବିଦ୍ୟୁତ୍‌ ମିଟର…

କଟକ : ଚଳିତବର୍ଷ ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ୍‌ ମିଟର ଲଗାଯିବ। ଏନେଇ ବିଦ୍ୟୁତ୍‌ ବିତରକ କମ୍ପାନୀ ଟାଟା ପାୱାର୍‌ ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ…

ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ବାପା: ବନ୍ଧା ହେଲା ଅଭିଯୁକ୍ତ

ରାଉରକେଲା: ନୃଶଂସ ବାପାର ଉନ୍ମତ୍ତ କାଣ୍ଡ। ପାରିବାରିକ କଳହକୁ କେନ୍ଦ୍ରକରି ଟାଙ୍ଗିଆରେ ହାଣି ନିଜର ଦେଢ଼ ବର୍ଷର ପୁଅକୁ ହତ୍ୟା କଲା ବାପା। ପତ୍ନୀ ଓ ଦୁଇ ପଡ଼ୋଶୀ ଗୁରୁତର। ଅଭିଯୁକ୍ତ ବୁଧେଶ୍ୱର ସିଂହ ଗିରଫ। ଗୁରତର ଆହତ ହେଉଛନ୍ତି ପତ୍ନୀ ପ୍ରମିଳା ସିଂ, ଦୁଇ…

ଫାଇଲିନ ଯିବାର ୧୦ ବର୍ଷ ବିତିଗଲାଣି, ଇଙ୍ଗିନାଠି ପଞ୍ଚାୟତର ଏକର ଏକର ଚାଷ ଜମିରୁ ଉଠିପାରନି ବାଲି

ବ୍ରହ୍ମପୁର : ବାତ୍ୟା ‘ଫାଇଲିନ’ ଯିବାର ୧୦ ବର୍ଷ ବିତିଗଲାଣି। କିନ୍ତୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଇଙ୍ଗିନାଠି ପଞ୍ଚାୟତର ୭ଟି ଗାଁରେ ଦେଢ଼ ଶହ ଏକରରୁ ଅଧିକ ଜମିରେ ଏଯାଏଁ ଚାଷ କରିପାରୁ ନାହାନ୍ତି ଚାଷୀ। କାରଣ ଜମିଗୁଡ଼ିକରେ ପ୍ରାୟ ୫ ଫୁଟ ଉଚ୍ଚର ବାଲି ଜମି…

‘ସାମାଜିକ ଗଣମାଧ୍ୟମରେ ଅନୁଭବ ଅପପ୍ରଚାର କରୁଛନ୍ତି’

କଟକ: ସାମାଜିକ ଗଣମାଧ୍ୟମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ସାଂସଦ ତଥା ଅଭିନେତା ଅନୁଭବ ଅପପ୍ରଚାର କରୁଛନ୍ତି। ଆପତ୍ତିଜନକ ଟିପ୍ପଣୀ ଦେଇ ତାଙ୍କ ସମ୍ମାନହାନି କରୁଛନ୍ତି। ସାମାଜିକ ଗଣମାଧ୍ୟମରେ ଅନୁଭବଙ୍କ ଏଭଳି ପୋଷ୍ଟ ଦ୍ୱାରା ତାଙ୍କର ଚରିତ୍ର ସଂହାର କରାଯାଉଛି।…