ଆପ ନେତା ଅମାନତୁଲ୍ଲା ଖାନଙ୍କ ଘରେ ଇଡିର ଚଢ଼ାଉ ଜାରି…

ନୂଆଦିଲ୍ଲୀ: ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଆପ) ନେତାଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଚଢ଼ାଉ ଜାରି ରହିଛି। ଏହି କ୍ରମରେ ଆଜି ଇଡି ଅମାନତୁଲ୍ଲା ଖାନଙ୍କ ଘରେ ଚଢ଼ାଉ କରିଛି। ଗତ ବର୍ଷ ଅମାନତୁଲ୍ଲା ଖାନଙ୍କ ବିରୋଧରେ ଆସିଥିବା ୱାକଫ ବୋର୍ଡ ଜମି ସ୍କାମ ଅଭିଯୋଗ ଆଧାରରେ…

ସମାଧାନ ପ୍ରୟାସକୁ ଜଟିଳ କରୁଛି ଆମେରିକା, ଇସ୍ରାଏଲ-ହାମାସ ଲଢ଼େଇକୁ ନେଇ ଏଭଳି କହିଲା ଋଷ…

ନୂଆଦିଲ୍ଲୀ: ଇସ୍ରାଏଲ୍-ହାମାସ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ବିଶ୍ୱର ପ୍ରାୟ ସମସ୍ତ ପ୍ରମୁଖ ଦେଶ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି | କିନ୍ତୁ ଏହି ଯୁଦ୍ଧ ସମ୍ପର୍କରେ ଋଷ କୌଣସି ବିବୃତ୍ତି ଦେଇ ନଥିଲା, ଏହା ପରେ ଚର୍ଚ୍ଚା ଜୋର ଧରିଥିଲା ଯେ, ରୁଷ ଯେହେତୁ ନିଜେ ୟୁକ୍ରେନ ସହ…

ରାଜ୍ୟରେ ଅସହ୍ୟ ଗରମ ଆଉ ଗୁଳୁଗୁଳି…

ଭୁବନେଶ୍ୱର: ସଂପ୍ରତି ରାଜ୍ୟରୁ ମୌସୁମୀର ବିଦାୟ ପର୍ବ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟରେ ସର୍ବତ୍ର ଅସହ୍ୟ ଗରମ ଅନୁଭୂତ ହେଉଛି। ପାଣିପାଗର ଏପ୍ରକାରର ସ୍ଥିତିରେ ଖରାଦିନ ଭଳି ଗରମ ଆଉ ଗୁଳୁଗୁଳିରେ ଏବେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ବିଶେଷକରି ଦିନର ତାପମାତ୍ରା ୩୫ ଡିଗ୍ରି…

ନାଳ ପାରି ହୋଇ ଖଟିଆରେ ବୁହାହେଲେ ପ୍ରସୂତି…

ବୀରମହାରାଜପୁର: ବିକାଶର ଡେଙ୍ଗୁରା ବଜାଉଥିବା ରାଜ୍ୟ ସରକାର ତୃଣମୂଳ ସ୍ତରରେ ଲୋକଙ୍କୁ କିଭଳି ସୁବିଧା ଦେଇଛନ୍ତି ତାହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଗ୍ରାମ ପଂଚାୟତର ଫବସିପାଲି ଗାଁରେ। ଏହି ଗାଁଟି କୌଣସି…

୨୮ ଅଚିହ୍ନା ମୃତଦେହ ଡିସପୋଜ ପାଇଁ ପ୍ରକ୍ରିୟା ଜାରି

ଭୁବନେଶ୍ବର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୨୮ଟି ମୃତଦେହକୁ ଅନ୍ତିମ ସଂସ୍କାର କରାଯିବ। ଏସବୁ ମୃତଦେହକୁ ଡିସପୋଜ୍ କରିବା ପାଇଁ ଏମ୍‌ସ ଭୁବନେଶ୍ବର ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ଦଫାରେ ଏମ୍ସ ଭୁବନେଶ୍ବରରୁ ୩ଟି ମୃତଦେହ ଡିସପୋଜ…

ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ…

ଭୁବନେଶ୍ୱର,୧୦।୧୦: ପୂର୍ବତନ ପୋଲିସ ଡିଜି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ ଘଟିଛି। ମତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ…

ନିର୍ଭୟରେ ବୁଲୁଛି ମହାବଳ ‘ଟି-୧୯’…

ବାରିପଦା  : ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘ ନିର୍ଭୟରେ ଚଳପ୍ରଚଳ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ବନବିଭାଗ ପୋଷ୍ଟ କରିଛି। ପାଟ୍ରୋଲିଂ ସମୟରେ ରେଞ୍ଜର ଶିଶିର ବେହେରା ଏହା ଚିତ୍ର ଉତ୍ତୋଳନ କରିବା ପରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ଏହାକୁ ସୋସିଆଲ ମିଡିଆ…

ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର  : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ କେନ୍ଦୁଝର ଜିଲା ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୩ ହଜାର ୫ଶହ ୬୮ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଜିଲାର ୧୩ଟି ବ୍ଲକ୍‌ରୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ବହୁ…

ଆମ ଓଡ଼ିଶା ନବୀନ ଓଡ଼ଶା କାର୍ଯ୍ୟକ୍ରମର ଶୁଭାରମ୍ଭ, ରାଜ୍ୟବ୍ୟାପି ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା…

ଭୁବନେଶ୍ବର: ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆଜିଠାରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ। ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ…

ଲଢେଇ ହାମାସ ଆରମ୍ଭ କରିଥିଲା, ଆମେ ଶେଷ କରିବୁ…

ନୂଆଦିଲ୍ଲୀ: ଅକ୍ଟୋବର ୭ ରୁ ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ୩ ଦିନ ମଧ୍ୟରେ ଯୁଦ୍ଧ ହେତୁ ପ୍ରାୟ ୭୦୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୬୧୬ ଜଣ ଆହତ ହୋଇଛନ୍ତି। ଇସ୍ରାଏଲରେ ୯୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮୦୦ ଜଣ ଆହତ ହୋଇଛନ୍ତି। ଏହି ସମୟରେ ଇସ୍ରାଏଲର…