ବ୍ରିଜ୍‌ରେ ବାଇକ୍‌ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ

ଜଗତସିଂହପୁର : ଘରକୁ ଫେରୁଥିଲେ। ହେଲେ ଘରକୁ ଯିବା ପରିବର୍ତ୍ତେ ବ୍ରିଜ୍‌ ଉପରେ ବାଇକ୍‌ ରଖି ଦେବୀ ନଦୀକୁ ଡେଇଁ ପଡ଼ିଲେ ଯୁବକ। ଆଜି ଏପରି ହୃଦୟବିଦାରକ ଘଟଣା ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ଦେବୀ ନଦୀରେ ଘଟିଛି। ତେବେ ସେ କ’ଣ ପାଇଁ ନଦୀକୁ ଡେଇଁ…

ହାତ ଓ ଗୁପ୍ତାଙ୍ଗ କାଟିଲେ ବିଚାରାଧୀନ ବନ୍ଦୀ…

ଭଦ୍ରକ : ପତ୍ନୀ ନିର୍ଯାତନା ଅଭିଯୋଗରେ ଜେଲ୍‌ ଯାଇଥିଲେ। ହେଲେ ଆଜି ସେ ଜେଲ୍‌ ଭିତରେ ନିଜ ହାତ, ଗୋଡ଼ ଓ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଏପରି ଘଟଣା ଭଦ୍ରକ ଜିଲ୍ଲା କାରାଗାରରେ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ପରେ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।…

ସୁସ୍ମିତାଙ୍କୁ ନ୍ୟାୟ ପାଇଁ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ: ଶରତ ପଟ୍ଟନାୟକ

ରାଉରକେଲା: ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ସହକାରୀ ଜିଲ୍ଲା ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁର ପ୍ରକୃତ କାରଣ ଖୋଜି ବାହାର କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଦାବି କରିଛନ୍ତି। ଖୋଦ୍‌ ଗୃହ ମନ୍ତ୍ରୀ ଥିବା ନବୀନ…

ବିକ୍ଷୋଭଗାରୀଙ୍କ ଉପରକୁ ପୁଲିସ୍ ର ଲୁହବୁହା ଗ୍ୟାସ ପ୍ରୟୋଗ ଓ ଫାଙ୍କା ଗୁଳିଚାଳନା…

ଇମ୍ଫାଲ : ଦୁଇ ଜଣ ଶିକ୍ଷାର୍ଥୀଙ୍କ ମୃତ୍ୟୁ ପରେ ପୁଣି ଥରେ ଅଶାନ୍ତ ହୋଇ ଉଠିଲାଣି ମଣିପୁର। ରାସ୍ତାକୁ ଓହ୍ଲାଇ ଗର୍ଜିଲେଣି ଲୋକେ। ଆରମ୍ଭ ହେଲାଣି ବିକ୍ଷୋଭ । ଗତକାଲି ରାତିରେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ପୈତୃକ ବାସଭବନ…

ପାଣି ସୁଅରେ ଭାସିଯାଉଥିବା ୧୦ଜଣ ମହିଳାଙ୍କୁ ବଞ୍ଚାଇଲେ ଦୁଇ ଗାଈଆଳ ପିଲା..

ରାୟଗଡ଼ା : ନଦୀ ପାର ହେଲା ବେଳେ ଘୁ ଘୁ ଗର୍ଜନ କରି ପାଣି ମାଡ଼ି ଆସିଲା। ଏହି ପାଣି ସୁଅରେ ଭାସିଯାଉଥିଲେ ୧୦ଜଣ ମହିଳା। ଆମକୁ ବଞ୍ଚାଓ, ଆମକୁ ବଞ୍ଚାଓ କରୁଥିଲେ ଚିତ୍କାର। ଏହି ସମୟରେ ଦୁଇ ଗାଈଆଳ ପିଲା ନଈ ତଳ ମୁଣ୍ଡରେ ବସି ଚରାଉଥିଲେ ଗାଈ। ହଠାତ୍ ମହିଳାଙ୍କ ଡାକ…

୪୩% ଶିକ୍ଷକ, ୫୧% ଅଣଶିକ୍ଷକ ପଦବି ଖାଲି…

ଭୁବନେଶ୍ବର: ବୈଷୟିକ ଶିକ୍ଷା ପ୍ରତି ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ ଯୋଜନା ପରେ ଯୋଜନା ହେଉଛି। କେତେବେଳେ ଆଇଟିଆଇ, ଡିପ୍ଲୋମା ଛାତ୍ରୀଙ୍କ ପାଇଁ ମାଗଣା ଶିକ୍ଷାର ବ୍ୟବସ୍ଥା ହେଉଛି ତ ଆଉ କେବେ ନିଯୁକ୍ତି ମେଳା କରାଯାଉଛି। ବାହାର କମ୍ପାନିରେ ଭଲ…

ବେଆଇନ ଭାବେ ବୋଟ୍‌ରେ ଭାରତ ଆସୁଥିଲେ ତାମିଲନାଡୁ ବ୍ୟକ୍ତି…

ଚେନ୍ନାଇ : ତାମିଲନାଡୁର ଦୁଇ ଇଞ୍ଜୟରିଂ ଭ୍ରାତା କରିଥିବା ଯୋଜନା ଫସର ଫାଟିଛି। ଦୁଇ ଭାଇ ଓମାନରେ କାମ କରୁଥିବା ବେଳେ ସେମାନଙ୍କ ମଧ୍ୟ ବଡ଼ ଜଣଙ୍କ ସମୁଦ୍ର ପଥରେ ବେଆଇନ ଭାବେ ଭାରତରେ ପ୍ରବେଶ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଗୁଜରାଟର ଦେବଭୂମି ଦ୍ୱାରକା ପୁଲିସ୍‌…

ସିଂହଦ୍ବାରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିକୁ ଅନାଦର…

ପୁରୀ: ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତି ବାରମ୍ବାର ଅନାଦର ଦେଖିବାକୁ ମିଳିଛି। କିଛି ଦିନ ତଳେ ମୁଖ୍ୟ ଚିକିତ୍ସାଳୟ ପ୍ରବେଶ ପଥରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପକୁ ଭାଙ୍ଗି ଦିଆଯିବା ପରେ ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର…

ସମ୍ମତି ବୟସ ୧୮ରୁ ୧୬ କରିବା ବିରୋଧରେ ଆଇନ କମିଶନ…

ନୂଆଦିଲ୍ଲୀ : ପୋକସୋ ଅଧୀନରେ ସମ୍ମତି ବୟସ ୧୮ରୁ ୧୬ କରିବାକୁ କେନ୍ଦ୍ର ସରକାର ଇଚ୍ଛା ପ୍ରକାଶ କରିଥିଲେ ହେଁ ଏହାକୁ ବିରୋଧ କରିଛନ୍ତି ଆଇନ କମିଶନ। ୨୨ତମ ଆଇନ କମିଶନ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ନିକଟରେ ଆଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସମ୍ମତି ବୟସକୁ ୧୮ରୁ ୧୬ କରିବା…

ଲାଇଭ ଟିଭି ବିତର୍କ ବେଳେ ପିଟାପିଟି ହେଲେ ଦୁଇ ପ୍ୟାନେଲିଷ୍ଟ…

ଇସଲାମାବାଦ : ଟିଭି ବିତର୍କ ବେଳେ ହାତାହାତି ହୋଇଛନ୍ତି ଦୁଇ ଜଣ ନେତା। କ୍ୟାମେରା ଆଗରେ ସେମାନେ ପରସ୍ପରକୁ ଆକ୍ରମଣ କରିବା ସହ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏହି ମାରପିଟର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ପାକିସ୍ତାନର ଗୋଟିଏ ଘରୋଇ ଚ୍ୟାନେଲରେ ଏପରି ଘଟଣା…