ତାମିଲନାଡ଼ୁ ସିଏମ୍ ଓ ପୁଅ ଉଦୟନିଧି ଷ୍ଟାଲିନ୍ଙ୍କ ବିରୋଧରେ କୋର୍ଟରେ ଅଭିଯୋଗ
ତାମିଲନାଡ଼ୁ ସିଏମ୍ ଏମ୍କେ ଷ୍ଟାଲିନ୍ ଓ ତାଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍ଙ୍କ ବିରୋଧରେ ଅଭିଯୋଗ ଦାଖଲ। ବିହାରର ମୁଜାଫର୍ପୁର କୋର୍ଟରେ ସୋମବାର ଏହି ଅଭିଯୋଗ ଦାଖଲ କରାଯାଇଛି। ଆଇନଜୀବୀ…