କଳାହାଣ୍ଡି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା…

କଳାହାଣ୍ଡି: କଳାହାଣ୍ଡି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପାଠପଢା ବ୍ଯତୀତ ଅନ୍ୟ କୌଣସି ଥିରେ ଯେପରିକି କଲେଜର ଅନ୍ୟାନ୍ୟ ଆକ୍ଟିଭିଟିରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ଦେଉ ନାହାନ୍ତି। କଳାହାଣ୍ଡି ଛାତ୍ର ସଂସଦ ସଂଘ ଏଭିଳ ଅଭିଯୋଗ କରିଛି। କେହି ନିୟମ ଭାଙ୍ଗିଲେ…

“Welcome, buddy !” ଚନ୍ଦ୍ରଯାନ-୩କୁ କହିଲା ଚନ୍ଦ୍ରଯାନ-୨ର ଅର୍ବିଟର୍…

ବାଙ୍ଗାଲୋର: ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲ୍ ଚନ୍ଦ୍ରଯାନ-୨ର ଅର୍ବିଟର ସହ ଯୋଗାଯୋଗ ସ୍ଥାପନ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସୋମବାର ଏହି ସୂଚନା ଦେଇଛି। ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଲେଖାଯାଇଛି ଯେ, ‘ସ୍ୱାଗତମ୍ ବନ୍ଧୁ……

ରାଜଧାନୀର ୪ଟି ସିଏଚସିରେ ଖୋଲିବ ଡେଙ୍ଗୁ ୱାର୍ଡ…

ଭୁବନେଶ୍ୱର: ରାଜଧାନୀରେ ଦୃତ ଗତିରେ ବ୍ୟାପୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ୪ଟି ଯାକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିବ ଡେଙ୍ଗୁ ୱାର୍ଡ। ପ୍ରତି ଅର୍ବାନ ସିଏଚସିରେ ୧୦ଟି ଲେଖାଏଁ ଶଯ୍ୟା ରହିବ। ରାଜଧାନୀରେ ଡେଙ୍ଗୁ…

ବନ୍ଧୁଙ୍କ ଝିଅ ସହିତ ଦୁଷ୍କର୍ମ କରିଥିବା ଦିଲ୍ଲୀ ଅଫିସର୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ପୋଲିସ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଅଧିକାରୀ ଜଣକ ନିଜ ମୃତ ସାଙ୍ଗର ନାବାଳିକା ଝିଅକୁ ଘରେ ଆଶ୍ରୟ ଦେଇ ବାରମ୍ବାର ଦୁଷ୍କର୍ମ କରିବା ନେଇ ଅଭିଯୋଗ ରହିଛି। ମାମଲା ସାମ୍ନାକୁ ଆସିବା ପରେ…

ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ରାଗିଂ…

ପୁରୀ: ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଏମବିବିଏସ ପ୍ରଥମ ବର୍ଷର ଛାତ୍ର ସିନିଅର ଛାତ୍ରୀଙ୍କ ବିରୋଧରେ ରାଗିଂ ଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ମେଡିକାଲ କଲେଜର ଡିନ୍ ପେଣ୍ଠକଟା ମେରାଇନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ଏକ ମାମଲା…

ପ୍ରେମ ପାଇଁ ଦକ୍ଷିଣ କୋରିଆରୁ ଭାରତ ଚାଲିଆସିଲେ ଯୁବତୀ…

ପାକିସ୍ତାନର ସୀମା ଏବଂ ଭାରତ ଅଞ୍ଜୁ ପରେ ଏବେ ଆଉ ଜଣେ ଦକ୍ଷିଣ କୋରିଆ ଯୁବତୀ ଏବେ ଚର୍ଚ୍ଚାରେ । ଯୁବତୀ ଜଣକ ଦକ୍ଷିଣ କୋରିଆରୁ ଆସି ଉତ୍ତରପ୍ରଦେଶର ପ୍ରେମିକଙ୍କୁ ବିବାହ କରିଛନ୍ତି । ଦକ୍ଷିଣ କୋରିଆ ନିବାସୀ ୩୦ ବର୍ଷୀୟ କିମ ବୋହ ଉତ୍ତରପ୍ରଦେଶର…

ସମ୍ବଲପୁର ଅଇଁଠାପାଲିରେ ଘର ଭିତରୁ ମାଆ ପୁଅଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଟାଙ୍ଗରପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି  । ବେକରେ ରଶି ଲଗାଇ ମାଆ ଓ ପୁଅ ଆତ୍ମହତ୍ୟା କରିଥିବା ଜଣାପଡିଛି  । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି  । ଟାଙ୍ଗରପାଲିରେ ଉଭୟ ମାଆ ଏବଂ ପୁଅ ରହୁଥିଲେ । କିନ୍ତୁ ଆଜି ସକାଳୁ…

ଦିଲ୍ଲୀ ନିଲୋଠି ଗ୍ରାମରେ ଥିବା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ। ଏଠାରେ ଥିବା ଏକ ପ୍ଲାଷ୍ଟିକ୍‌ ପାଇପ୍‌ ଫ୍ୟାକ୍ଟ୍ରିରେ ସୋମବାର ସକାଳେ ଭୟଙ୍କର ନିଆଁ ଲାଗିଛି। ଖବର ପାଇ ୧୦ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାରେ ଲାଗିପଡ଼ିଛନ୍ତି। ଅଗ୍ନିଶମ ବାହିନୀଙ୍କ ସୂଚନା ମୁତାବକ, ଦିଲ୍ଲୀର…

ଆଠ ବର୍ଷ ପରେ ଭିଜିଲାନ୍ସ ହାତରେ ନିଲମ୍ବିତ ବିଡିଓ…

ଭୁବନେଶ୍ୱର: କୋରାପୁଟସ୍ଥିତ ନାରାୟଣପାଟଣାର ପୂର୍ବତନ ବ୍ଲକ୍ ଉନ୍ନୟନ ଅଧିକାରୀ (ବିଡିଓ) ରମେଶ ଚନ୍ଦ୍ର ସାହୁଙ୍କୁ ସୋମବାର ଦିଲ୍ଲୀରେ ଭିଜିଲାନ୍ସ ବିଭାଗ ଗିରଫ କରିଛି। ସାତୋଟି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ସହ ସାହୁ ଆଠ ବର୍ଷ ଧରି ଆଇନଗତ ପ୍ରକ୍ରିୟାକୁ ଏଡାଇବାକୁ ଯାଇ ଫେରାର…

୧୪ ସ୍କୁଲକୁ ୧୧ କୋଟି ୬୮ଲକ୍ଷ ମଞ୍ଜୁର କଲା କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ…

ଭୁବନେଶ୍ବର: ସ୍କୁଲ ଶିକ୍ଷା ସହ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଓଡିଶାର ୧୪ଟି ସ୍କୁଲକୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୧୧ କୋଟି ୬୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି  । ଏ ନେଇ ବିଭାଗୀୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  ।…