ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ…

ପୁଣି ଟ୍ରେନରେ ନିଆଁ । ଧୂଆଁମୟ ହୋଇଗଲା ସମ୍ପୂର୍ଣ୍ଣ ପରିବେଶ । ବେଙ୍ଗାଲୁରୁ ଉଦ୍ୟାନ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ସଙ୍ଗୋଲି ରୟାନା ରେଲୱେ ଷ୍ଟେସନରେ ଟ୍ରେନରେ ନିଆଁ ଲାଗିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହା ବର୍ତ୍ତମାନ ସୋସିଆଲ…

ବିହାରରେ ସମ୍ବାଦିକ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ

ବିହାର: ବିହାରର ଅରରିୟାଠାରେ ଗତକାଲି ‘ଦୈନିକ ଜାଗରଣ’ର ସାମ୍ବାଦିକ ବିମଳ କୁମାର ଯାଦବଙ୍କୁ ୪ଜଣ ଦୃର୍ବୃତ୍ତ ଘରେ ପଶି ଗୁଳି କରି ହତ୍ୟା କରିଥିଲେ । ଏହି ଘଟଣା ପରେ ସାରା ରାଜ୍ୟରେ ଗତକାଲି ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ସେହି ମାମଲାରେ ଆଜି ବିହାର…

ଛତିଶଗଡ ମୁହାଁ ସକ୍ରିୟ ଲଘୁଚାପ କ୍ଷେତ୍ର…

ଭୁବନେଶ୍ବର : ଆଜିଠୁ ରାଜ୍ୟରେ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି  ।କାରଣ ସକ୍ରିୟ ଲଘୁଚାପ କ୍ଷେତ୍ରଟି ଧୀରେ ଧୀରେ ଛତିଶଗଡ ମୁହାଁ ହେଉଛି । ଆଗାମୀ ୪ରୁ ୫ଦିନ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ  । ସେପଟେ…

ଆଜି ବିଶ୍ବ ଫଟୋଗ୍ରାଫି ଦିବସ: ଚଳିତବର୍ଷର ଥିମ୍ ଭୂଦୃଶ୍ୟ…

ମୁମ୍ବାଇ: ଆଜି ହେଉଛି ‘ବିଶ୍ବ ଫଟୋଗ୍ରାଫି ଦିବସ’। ଚିତ୍ରୋତ୍ତୋଳନ ବା ଫଟୋଗ୍ରାଫିରେ ଅନ୍ତର୍ନିହିତ ଥିବା କଳା ଓ ବିଜ୍ଞାନ ପ୍ରତି ଏହି ଦିବସ ଉତ୍ସର୍ଗୀକୃତ। ୧୮୩୭ ମସିହାରେ ଫରାସୀ ବୈଜ୍ଞାନିକ ଲୁଇ ଡାଗେର୍‌ଙ୍କ ଦ୍ବାରା ‘ଡିଗେରୋଟାଇପ୍‌’ ନାମକ ସ୍ବତନ୍ତ୍ର ଚିତ୍ରୋତ୍ତୋଳନ ପ୍ରକ୍ରିୟା…

ଗାଁକୁ ରାସ୍ତା ନ ଥିବାରୁ ଷ୍ଟେଚରରେ ନଦୀ ପାର ହେଲେ ଗର୍ଭବତୀ ମହିଳା…

ରାୟଗଡା: ଥମିବାର ନା ଧରୁନି ଜନନୀ ଯନ୍ତ୍ରଣା । ସପ୍ତାହ ନ ବିତୁଣୁ ପୁଣି ଥରେ ଦେଖା ଦେଇଛି ରାୟଗଡା ଜିଲ୍ଲାରେ ଜନନୀ ଯନ୍ତ୍ରଣା । ରାସ୍ତା ଘାଟର ସୁବିଧା ନ ଥିବାରୁ ରୋଗୀ ଓ ଗର୍ଭବତୀ ମହିଳାମାନଙ୍କୁ ଷ୍ଟେଚର ସାହାଯ୍ୟରେ ନଦୀ ପାର ହେବାକୁ ପଡ଼ୁଛି । ଏବେ କଲ୍ୟାଣସିଂହପୁର ବ୍ଲକ ସିକରପାଇ…

ସହିଦ ପୁଅକୁ ଝୁରି ଝୁରି ଚାଲିଗଲେ ମା…

ଆନନ୍ଦପୁର: ପ୍ରଥମେ ସ୍ୱାମୀ ଓ ପରେ ପରେ ଦୁଇ ପୁଅଙ୍କୁ ହରାଇବା ପରେ ଏକ ମାତ୍ର ସାହାଭରସା ସାଜିଥିଲା ସାନପୁଅ । ହେଲେ ଦଇବ ସାଜିଲା ଦାଉ । ଯାହାର ମୁହଁକୁ ଚାହିଁ ଦିନ କାଟୁଥିଲା ମା’ ଆଜି ସେ ପୁଅ ଆଉ ଗୋଟେ ମା ପାଇଁ ସହିଦ ହେଇଗଲା । ଏବେ ଆଉ କାହା ମୁହଁକୁ ଅନେଇ ଦିନ କାଟିଥାନ୍ତେ ମା’ ।…

ବିପଦ ସଂକେତ ଉପରେ ବୈତରଣୀ, ଜନବସତିକୁ ବନ୍ୟାପାଣି ମାଡ଼ିଯିବା ଆଶଙ୍କା…

ଭଦ୍ରକ : ବୈତରଣୀ ନଦୀରେ ଆସିଲା ଚଳିତ ବର୍ଷର ଦ୍ବିତୀୟ ବନ୍ୟା ଜଳ । ଆଖୁଆପଦାଠାରେ ବୈତରଣୀର ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ଏବେ ଜଳସ୍ତର ୧୭.୮୫ ମିଟର ରହିଛି। ଦୁଇ ଦିନ ଧରି ବର୍ଷା ଲାଗି ରହିଥିବାରୁ ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ପ୍ରବଳ ବର୍ଷା…

ସତ୍ୟବାଦୀରେ ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ କାଳିମାଡ; ଜଣେ ଗିରଫ

ପୁରୀ: ସାକ୍ଷୀଗୋପାଳ କଲେଜରେ ୫-ଟି ସଚିବଙ୍କୁ କାଳିମାଡ । ପୁରୀ ଜିଲ୍ଲା ଗସ୍ତରେ ଯାଇଥିବା ୫ଟି ସଚିବ ଭିକେ ପାଣ୍ଡିଆାନଙ୍କୁ ଉପରକୁ ସତ୍ୟବାଦୀସ୍ଥିତ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ…

ପିଇଟି କ୍ଲାସ୍‌ ବେଳେ ଟଳିପଡ଼ିଲେ ଛାତ୍ର

ରାଜଗାଙ୍ଗପୁର: ପିଇଟି କ୍ଲାସ୍‌ ବେଳେ ତଳେ ପଡ଼ି ଗୁରୁତର ହେଲେ ଛାତ୍ର। ଏହାପରେ ତାଙ୍କୁ ବିଭିନ୍ନ ମେଡିକାଲ ନିଆଯାଇଥିବା ବେଳେ ସେଠାରେ କିନ୍ତୁ ସେ ଆଖି ବୁଜିଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଆଜି…

ବଲାଙ୍ଗୀରରେ ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ବଲାଙ୍ଗୀର:  ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ବଲାଙ୍ଗୀରର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କ ପରମ୍ପରା ଅନୁଯାୟୀ ଲଗ୍ନ ସମୟ ଧାର୍ଯ୍ୟ ହୋଇଛି । ରାଶି ନକ୍ଷତ୍ର…