କ୍ଷମତାକୁ ଆସିଲେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନରେ ଫିଙ୍ଗିଦେବୁ: ତେଜସ୍ୱୀ ଯାଦବ
ପାଟନା: ବିହାର ନିର୍ବାଚନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ରବିବାର (ଅକ୍ଟୋବର ୨୬) ଏକ ନିର୍ବାଚନ ରାଲିରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ଇଣ୍ଡିଆ ମେଣ୍ଟ ବିହାରରେ କ୍ଷମତାକୁ ଆସେ, ତେବେ ୱାକଫ (ସଂଶୋଧନ) ଆଇନକୁ ଡଷ୍ଟବିନ୍ ରେ ଫିଙ୍ଗି!-->…