ପୋଲ ଉପରେ ବନ୍ୟାପାଣି, ଆମ୍ବୁଲାନ୍ସରେ ଜନ୍ମ ନେଲା ଶିଶୁପୁତ୍ର
ଦେବଗଡ଼: ଦେବଗଡ଼ରେ ପୋଲ ଉପରେ ଆଣ୍ଠୁଏ ପାଣି । ଅଧାରେ ଅଟକିଲା ଆମ୍ବୁଲାନ୍ସ । ଗର୍ଭବତୀଙ୍କୁ ବୋହି ଟାଙ୍କୁଜୁରା ନାଳ ଅତିକ୍ରମ କଲେ ପରିବାର ଲୋକେ । ବାରକୋଟ ବ୍ଲକ କାଳିଆପାଳ ଗାଁର ଘଟଣା । ଆମ୍ବୁଲାନ୍ସ ଭିତରେ ଶିଶୁପୁତ୍ରକୁ ଜନ୍ମ ଦେଲେ ମହିଳା । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ!-->…