ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇଆଲର୍ଟ, ୧୯ ମୋଷ୍ଟ ୱାଣ୍ଟେଡ ଆତଙ୍କୀଙ୍କ ପୋଷ୍ଟର ଜାରି

ନୂଆଦିଲ୍ଲୀ : ସ୍ବାଧୀନତା ଦିବସରେ ଆତଙ୍କୀ ଆକ୍ରମଣ ସମ୍ଭାବନାକୁ ନେଇ ଦିଲ୍ଲୀ ପୋଲିସ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛି । ସତର୍କତା ଦୃଷ୍ଟିରୁ ପୋଲିସ ସହରର ପ୍ରମୁଖ ସ୍ଥାନ, ସାର୍ବଜନୀନ ସ୍ଥାନ ଏବଂ ବ୍ୟସ୍ତବହୁତ ବଜାରରେ ୧୯ ଜଣ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀଙ୍କ ପୋଷ୍ଟର ଜାରି…

ସୌରଭ ଗାଙ୍ଗୁଲି ଓ ପତ୍ନୀ ଡୋନାଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି । ଗାଙ୍ଗୁଲିଙ୍କ ସମେତ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ମଧ୍ୟ ଜୀବନରୁ ମାରିଦେବା ପାଇଁ ଧମକ ମିଳିଛି । କେବଳ ଗାଙ୍ଗୁଲି କି ତାଙ୍କ ପତ୍ନୀଙ୍କୁ ନୁହେଁ…

ଦୁଇ ଝିଅକୁ ହତ୍ୟା କରିବା ପରେ ବାପାଙ୍କ ଆତ୍ମହତ୍ୟା ଉଦ୍ୟମ

ବେଙ୍ଗାଲୁରୁ : ନିଜ ପିଲାକୁ ଚାପୁଡ଼ାଟିଏ ମାରିବା ମଧ୍ୟ ଜଣେ ବାପା ପାଇଁ ବହୁତ କଷ୍ଟକର । ଆଉ ଜୀବନରୁ ଶେଷ କରିବା କଥା କେମିତି ଜଣେ ବାପା ଭାବିପାରେ । ହେଲେ ବେଳେ ବେଳେ ପରିସ୍ଥିତି ଏମିତି ସମୟ ଆଣେ ଯେ ବାପା ନୃଶଂସ ସାଜିବାକୁ ପଛାଏନି । ଦୁଇ ଝିଅଙ୍କୁ ହତ୍ୟା ପରେ ନିଜ ଜୀବନ…

ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନେଇ ବିଜେପିର ଦିନିକିଆ ଝାଡ଼ଖଣ୍ଡ ବନ୍ଦ

ଝାଡ଼ଖଣ୍ଡ : ତୀବ୍ର ହେଉଛି ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ । ଛାତ୍ର-ପୋଲିସ ଖଣ୍ଡଯୁଦ୍ଧକୁ ନିନ୍ଦା କରିଛନ୍ତି ବିରୋଧୀ । ଛାତ୍ରଙ୍କ ଉପରେ ପୋଲିସର ବଳପ୍ରୟୋଗକୁ କଡ଼ା ବିରୋଧ କରିଛି ବିଜେପି । ପ୍ରତିବାଦରେ ଆଜି ଗୋଟିଏ ଦିନ ପାଇଁ ବନ୍ଦ ଡାକରା ଦେଇଛି ଝାଡ଼ଖଣ୍ଡ ବିଜେପି । ଆଜି ସକାଳ ୮ଟାରୁ…

ହର୍ମୁଜର ସୁରକ୍ଷା ପାଇଁ ଯୋଜନା ପ୍ରସ୍ତୁତ କଲା ଇରାନ

ତେହରାନ : ପାରସ୍ୟ ଉପସାଗର ଓ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ହର୍ମୁଜ ପ୍ରଣାଳୀର ସୁରକ୍ଷା ତଥା ସ୍ଥାୟୀ ପ୍ରଗତି ପାଇଁ ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟି ଏକ ରଣନୀତିକ ଖସଡ଼ାକୁ ଅନୁମୋଦନ କରିଛି। ହର୍ମୁଜ ପ୍ରଣାଳୀ ଏବଂ ପାରସ୍ୟ ଉପସାଗରର ସୁରକ୍ଷା ଓ ସ୍ଥାୟୀ…

ଆସନ୍ତା କାଲି ବର୍ଷର ଶେଷ ସୂର୍ଯ୍ୟପରାଗ: ଭାରତରେ ପଡ଼ିବନି ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ମହାକାଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଏହି ଦିନ ବର୍ଷର ଶେଷ ତଥା ପୂର୍ଣ୍ଣ ସୂର୍ଯ୍ୟପରାଗ ସଂଘଟିତ ହେବ। ତେବେ ଭାରତୀୟମାନଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ହେଉଛି ଯେ, ଏହି ସୂର୍ଯ୍ୟପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ…

ରୁଷରୁ ଭାରତକୁ ଗଡିବ ଟ୍ରେନ୍ !

ନୂଆଦିଲ୍ଲୀ: ରୁଷରୁ ଭାରତକୁ ଗଡ଼ିବ ଟ୍ରେନ! ରୁଷରୁ ଭାରତ ପର୍ଯ୍ୟନ୍ତ ଏକ ଦୀର୍ଘ ରେଳ କରିଡର ନିର୍ମାଣର ସମ୍ଭାବନାକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୁଷର ଉପପ୍ରଧାନମନ୍ତ୍ରୀ ମରାଟ ଖୁସନୁଲିନ ହିନ୍ଦ୍ ମହାସାଗର ପର୍ଯ୍ୟନ୍ତ ସିଧାସଳଖ ରେଳ ସଂଯୋଗର ସମ୍ଭାବନା ଖୋଜିବା ନେଇ ସଙ୍କେତ ଦେବା ପରେ ଏହି…

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ୪ ମାଓବାଦୀ

ରାଉରକେଲା: ମାଓବାଦୀ ସଂଗଠନକୁ ବଡ଼ ଝଟ୍‌କା। ରାଉରକେଲା-ଚାଇଁବାସା ପୋଲିସ ନିକଟରେ ୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଜୋନାଲ୍ କମିଟି ସଦସ୍ୟ ସାଲୁକା କାୟମ ଓରଫ ଭୁବନେଶ୍ୱର ଓରଫ ମରୁର ଓରଫ ଡାଙ୍ଗିଲ…

ମାଛ ଧରିବାକୁ ଯାଇଥିବା ବେଳେ ଚିଲିକାରୁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ

ଛତ୍ରପୁର: ମଝି ଚିଲିକାରୁ କିଡନାପ୍ , ପରେ ହତ୍ୟା । ଚିଲିକା ମଝିରୁ ନାବାଳକକୁ ଅପହରଣ ପରେ ହତ୍ୟା ଅଭିଯୋଗ । ଗତକାଲି କେହି ଦୁର୍ବୃତ୍ତ ନାବାଳକକୁ ମାଡ଼ ମାରି ମାଛ, ଚିଙ୍ଗୁଡ଼ି ଛଡ଼ାଇ ନେବା ସହିତ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଆଜି ମୃତଦେହ ଚିଲିକା ମଝିରେ ଭାସୁଥିବା…

ଭୁବନେଶ୍ୱରରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରୁ ଅନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ। ଗତ ଜୁଲାଇ ମାସରୁ ଠପ ହୋଇଛି ଅନ୍ତର୍ଜାତୀୟ ବିମାନ ଚଳାଚଳ ସେବା। ଆବୁ ଧାବି,ବ୍ୟାଙ୍କକ ,ଦୁବାଇ ଓ ସିଙ୍ଗାପୁର ଭଳି ସ୍ଥାନକୁ ବିମାନ ଚଳାଚଳ ବନ୍ଦ ରହିଛି। ଏନେଇ ନିର୍ଦିଷ୍ଟ କାରଣ ଜଣା ପଡ଼ିନଥିଲେ ମଧ୍ୟ ତୈଳ…