‘ଗୋ-ବ୍ୟାକ୍’ ନାରାକୁ ନେଇ ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ସମ୍ବଲପୁର : ‘ନିଟ୍’ ବିବାଦକୁ କେନ୍ଦ୍ର କରି ରାଜ୍ୟରେ ବିଜୁ ଜନତା ଦଳ ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି । ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଆୟୋଜିତ ଏକ…

ଏଣିକି NHରୁ ହଟିବେ ବୁଲା ଗାଈ ଗୋରୁ, ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ରହିବ ଗୋଶାଳା

ଭୁବନେଶ୍ୱର: ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଏଣିକି NHରୁ ହଟିବେ ଗୋରୁ ଗାଈ। ପରିବହନ ବିଭାଗ, NHAI ଓ ପ୍ରାଣୀ ସମ୍ପଦ ବିଭାଗର ମିଳିତ ଆକ୍ସନ। ରାସ୍ତା କଡ଼ରେ ପ୍ରତି ୧୦୦ କିମିରେ ହେବ ଗୋଟିଏ ଗୋଶାଳା। ଏନେଇ ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ…

ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ସମାରୋହ, ‘ବିକଶିତ ଭାରତ’ ପାଇଁ ଯୁବପିଢ଼ିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ: ମୋଦୀ

ନୂଆଦିଲ୍ଲୀ:ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଶନିବାର ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଠନ ଓ ଦେଶର ବିକାଶରେ ଯୁବପିଢ଼ିର ଭୂମିକା ନେଇ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଛାତ୍ରମାନଙ୍କ ମନରେ ଭବିଷ୍ୟତକୁ ନେଇ ଚାଲିଥିବା ଚିନ୍ତାଧାରାର ଉଦାହରଣ…

ପ୍ରବଳ ବର୍ଷାରେ ଭୁଶୁଡ଼ିଲା ୨ ମହଲା କୋଠା

ଉତ୍ତରପ୍ରଦେଶ : ଦେଶରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ୟୁପି ଆଗ୍ରାରେ ଲଗାତାର ହେଉଥିବା ବର୍ଷା ଯୋଗୁଁ ଦୁଇ ମହଲା ବିଲିଡିଂ ଭୁଶୁଡ଼ି ପଡିଛି । ଘଟଣା ଥାନା ଛତ୍ତା ଅଞ୍ଚଳରେ ବେଲନଗଂଜ ବଜାରରେ ହୋଇଛି । ବିଲିଡିଂ ଭୁଶୁଡିବା ଯୋଗୁଁ…

ଖାଇକୁ ଖସିଲା ଘରୋଇ ବସ୍, ୭ ମୃତ

ହିମାଚଳ ପ୍ରଦେଶ: ଆଜି ସକାଳେ ହିମାଚଳ ପ୍ରଦେଶ ଚମ୍ବା ଜିଲ୍ଲାର ତୀସା-ବୈରଗଡ଼ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଚାଲୁଜ ମୋଡ଼ ନିକଟରେ ବସଟି ଓଲଟି ପଡ଼ି ଖାଇକୁ ଖସି ପଡ଼ିବାରୁ…

ମାତ୍ର ୩ରୁ ୪ ଘଣ୍ଟାରେ ମିଳିବ ଏଲପିଜି ସିଲିଣ୍ଡର, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଉ’ ସେବା ଲଞ୍ଚ କଲା ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ ଆଧୁନିକ ସେବା ଆରମ୍ଭ କରାଯାଇଛି। କମ୍ପାନି…

ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ୍, ଆମେରିକା ସିନେଟ୍‌ରେ ବିଲ୍ ପାସ୍

ନୂଆଦିଲ୍ଲୀ: ରୁଷ ତେଲକୁ ନେଇ ଭାରତର ନୂଆ ଟେନସନ। US ସିନେଟ୍ ରେ ପାସ୍ ରୁଷ ପ୍ରତିବନ୍ଧକ ବିଲ। ରୁଷ ତେଲ କିଣୁଥିବା ଦେଶ ଉପରେ ଆମେରିକାର ନଜର। ଭାରତ-ଚୀନକୁ ପ୍ରଭାବିତ କରିପାରେ ନୂଆ ପ୍ରତିବନ୍ଧକ ବିଲ। ରୁଷ ଉପରେ ଆର୍ଥିକ ଚାପ ବଢ଼ାଇବା ଲକ୍ଷ୍ୟରେ ଆମେରିକା ସିନେଟ୍ ଏକ କଠୋର…

ହନି ଟ୍ରାପ୍‌ରେ IAF ୱିଙ୍ଗ କମାଣ୍ଡର୍, ପାକିସ୍ତାନକୁ ଗୋପନୀୟ ସୂଚନା ଦେଇ ବନ୍ଧା ହେଲେ

ନୂଆଦିଲ୍ଲୀ: ହନି ଟ୍ରାପ୍‌ରେ ପଡି ଫଶିଗଲେ IAF ୱିଙ୍ଗ କମାଣ୍ଡର୍। ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ପ୍ରତିରକ୍ଷା କାଗଜପତ୍ର ଲିକ୍ କରିବା ଅଭିଯୋଗରେ ଗିରଫ କରିଛି। ଜାତୀୟ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ସୂଚନା ଲିକ୍ କରିଥିବା…

ସମାଜସେବୀଙ୍କ ବିୟୋଗରେ ସ୍ମୁତି ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା : ବିଶିଷ୍ଟ ସମାଜସେବୀ,ଅଣ କଂଗ୍ରେସ ରାଜନୀତିରେ ଚର୍ଚ୍ଚିତ ବ୍ୟକ୍ତିତ୍ୱ,ସାହିତ୍ୟ ସଂସ୍କୃତି ସଂଗଠକ,ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳର ଚାଷୀ ମୁଲିଆଙ୍କ ଅଗ୍ରଣୀ ନେତା, ପ୍ରଶାନ୍ତ ମହାନ୍ତି ରବି ବାବୁଙ୍କ ଏକାଦଶାହ ତିଥିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି lମାହାଙ୍ଗା…

ଚୀନକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ନାମ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍‌ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ…