ଖମନଖୋଲ ପଞ୍ଚାୟତର ବହୁବିଧି ସମସ୍ୟା ମନ୍ତ୍ରୀଙ୍କୁ ଜଣାଇଲେ ଅଞ୍ଚଳବାସୀ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ରେ ଆଜକୁ ଦୀର୍ଘ ଦିନ ହେଲା ବହୁବିଧି ସମସ୍ୟା ମଧ୍ୟରେ ରହିଛି, ଯାହାକି, ଉକ୍ତ ପଞ୍ଚାୟତ ଅଞ୍ଚଳରେ ଶିକ୍ଷା ସ୍ୱାସ୍ଥ୍ୟ, ରାସ୍ତା ଘାଟ, ପାନୀୟ ଜଳ, ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛି l ଏ ସବୁକୁ ଦୃଷ୍ଟି ରେ ରଖି…

ଟିକାବାଲିରେ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିରେ ରବିବାର କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପହଞ୍ଚିଛନ୍ତି। କଂଗ୍ରେସର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ଅଛନ୍ତି ୫ ଜଣ ସଦସ୍ୟ । ଗୋପାଳପୁର ଠାରେ ହୋଇଥିବା ଜଘନ୍ୟ ଗଣବଳାତ୍କାର ଏବଂ ରାଜ‍୍ୟରେ ଆକସ୍ମିକ ଭାବରେ…

ଟିପିଏସ୍ଓଡିଏଲ୍ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ରହ୍ମପୁର : ଟିପିଏସ୍ଓଡିଏଲ୍ ପକ୍ଷରୁ ଏହାର ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସ ସମତେ ଭଞ୍ଜନଗର, ଜୟପୁର, ଓ ରାୟଗଡ଼ା ଭଳି ସମସ୍ତ ସର୍କଲ ଅଫିସରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି । ଏହି ପଦେକ୍ଷପ ଯୋଗ ଦିବସର ଗ୍ଲୋବାଲ ଥିମ୍ - “ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ”କୁ ନଜରରେ…

ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ ତେବେ ବିପଦରେ ପଡିବେ ଏହିସବୁ ଦେଶ

ନୂଆଦିଲ୍ଲୀ୨୨।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଘାତକ ଯୁଦ୍ଧ ଏବଂ ରୁଷିଆ-ୟୁକ୍ରେନ ସଂଘର୍ଷରେ ନିରନ୍ତର ବୃଦ୍ଧି ବିଶ୍ୱକୁ ଏକ ସମ୍ବେଦନଶୀଳ ପରିସ୍ଥିତି ଆଡ଼କୁ ଠେଲି ଦେଇଛି। ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୁଏ, ତେବେ…

ଖାମେନିଙ୍କୁ ହତ୍ୟା ଚିନ୍ତା, ବାଛିଲେ ୩ ସାମ୍ଭାବ୍ୟ ଉତ୍ତରାଧିକାରୀ

ତେହେରାନ : ଇସ୍ରାଏଲ-ଇରାନ ଯୁଦ୍ଧ ଜାରି ରହିଥିବାବେଳେ ଇରାନର ସର୍ବୋଚ୍ଚ ନେତା ଅୟାତୋଲ୍ଲା ଅଲୀ ଖାମେନି ନିଜର ଉତ୍ତରାଧିକାରୀ ଚୟନ କରିବାକୁ ମନସ୍ଥ କରିଛନ୍ତି। ଏଥିପାଇଁ ସେ ୩ ଜଣ ସାମ୍ଭାବ୍ୟ ଉତ୍ତରାଧିକାରୀଙ୍କ ନାମ ସାମ୍ନାକୁ ଆଣିଛନ୍ତି। ଏହି ୩ ଜଣଙ୍କ ପରିଚୟ କିନ୍ତୁ ଗୋପନ ରଖାଯାଇଛି।…

ଇରାନ ଉପରେ ଆମେରିକାର ବିମାନ ଆକ୍ରମଣକୁ ଚୀନ୍ ର ନିନ୍ଦା

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ ଯୁଦ୍ଧ ହଠାତ୍ ଏକ ନୂତନ ମୋଡ଼ ନେଇଛି। ଇସ୍ରାଏଲ ସହିତ, ଆମେରିକା ମଧ୍ୟ ଇରାନ ଉପରେ ଆକ୍ରମଣ କରିଛି। ଇରାନ ଉପରେ ଆମେରିକାର ଆକ୍ରମଣରେ ଚୀନ୍ ବହୁତ କ୍ରୋଧିତ ହୋଇଛି। ଇରାନ ଉପରେ ଆମେରିକାର ବିମାନ ଆକ୍ରମଣକୁ ଚୀନ୍ ନିନ୍ଦା କରିଛି। ଏହା ବ୍ୟତୀତ ମାଧ୍ୟମ ସିଜିଚୀନ୍…

ଗାଜାରୁ ମିଳିଲା ୩ ଇସ୍ରାଏଲୀ ବନ୍ଧକଙ୍କ ମୃତଦେହ

ଗାଜା: ଇରାନ ସହିତ ଯୁଦ୍ଧ ମଧ୍ୟରେ, ଇସ୍ରାଏଲୀ ସେନା ଗାଜାରେ ବନ୍ଧକ ରଖାଯାଇଥିବା ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର କରିଛି। ସେନା ଅନୁଯାୟୀ, ମୃତ ବନ୍ଧକମାନେ ହେଲେ ଜୋନାଥନ ସାମେରାନୋ (୨୧), ଓଫ୍ରା କେଦାର (୭୦) ଏବଂ ସେ ଲେଭିନସନ (୧୯) । ଜୋନାଥନ ସାମେରାନୋଙ୍କ ପିତା କୋବି ସାମେରାନୋ…

ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ବିଜେପିକୁ ଘେରିଲା ବିଜେଡି: ‘ଡବଲ୍‌ ଇଞ୍ଜିନ୍‌ ଡବଲ୍‌ ବିକାଶ ନୁହେଁ, ଡବଲ୍‌…

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଯୋଗଦେଇ କହିଥିଲେ, ଡବଲ୍‌ ଇଞ୍ଜିନ୍‌ ସରକାରରେ ଡବଲ୍‌ ବିକାଶ ହେଉଛି। ପୂର୍ବ ସରକାରରେ ଗରିବ, କୃଷକ କେନ୍ଦ୍ରୀୟ ଯୋଜନାର ଲାଭ ପାଉନଥିଲେ। ଆଜି ଏହାର ଜବାବ ଦେଇ ବିଜେଡି କହିଛି…

ଜ୍ବରରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହେଲେ; ଶ୍ରୀନଅରରେ ପହଞ୍ଚିଲା ଖବର

ପୁରୀ: ମହାପ୍ରଭୁ ସୁସ୍ଥ ହୋଇଛନ୍ତି। ସ୍ନାନ ବେଦୀରେ ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ମହାପ୍ରଭୁ ଆଜି ସମ୍ପୂର୍ଣ୍ଣ ସୁସ୍ଥ ହେବା ଖବର ଶ୍ରୀନଅରରେ ପହଞ୍ଚିଛି। ଆଜି ଦ୍ବାଦଶୀ ତିଥିରେ ଦଇତା ଓ ପତି ମହାପାତ୍ର ସେବାୟତମାନେ ଶ୍ରୀନଅର ଆସି ଗଜପତି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ…

ବଢ଼ିଲା ସୁବର୍ଣ୍ଣରେଖା -୪ଟି ବ୍ଲକର ୧୩୫ ଗାଁ ପ୍ରଭାବିତ

ବାଲେଶ୍ବର : ଓଡ଼ିଶାରେ ସେଭଳି ବଡ଼ ବର୍ଷା ନାହିଁ। ମାତ୍ର ପଡୋଶୀ ଝାଡ଼ଖଣ୍ଡ ପାଣି ଛାଡ଼ିଦେବାରୁ ଉତ୍ତର ବାଲେଶ୍ବରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଝାଡ଼ଖଣ୍ଡର ଚାନ୍ଦିଲି ବନ୍ଧ ଫାଟକ ଖୋଲି ଦିଆଯିବା ଓ ଗାଲୁଡିହି ବ୍ୟା​‌େ​‌ରଜରୁ ହଠାତ ପାଣି ଛଡ଼ା ଯିବାରୁ ଏଭଳି ବନ୍ୟା ସୃଷ୍ଟି…