୧୯୬ ଔଷଧ ନମୁନା ଗୁଣବତ୍ତା ପରୀକ୍ଷାରେ ବିଫଳ
ନୂଆଦିଲ୍ଲୀ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସସିଓ) ଦ୍ୱାରା କରାଯାଇଥିବା ଏକ ତଦନ୍ତରେ, ଏପ୍ରିଲ ମାସରେ ୧୯୬ଟି ଔଷଧ ନମୁନା ମାନକ ଗୁଣବତ୍ତା ଯୋଗ୍ୟ ନୁହେଁ ବୋଲି ଜଣାପଡିଥିଲା। ଏଥିରେ କେନ୍ଦ୍ରୀୟ ପରୀକ୍ଷାଗାରରେ ୬୦ଟି ଏବଂ ରାଜ୍ୟ ପରୀକ୍ଷାଗାରରେ ୧୩୬ଟି ଔଷଧର ନମୁନା!-->…