ଦୀଘାରେ ‘ଜଗନ୍ନାଥ ଧାମ’ ବିବାଦ: ସରକାର ନେବେ ଆଇନ୍‌ଗତ ପଦକ୍ଷେପ

ଭୁବନେଶ୍ବର: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପତ୍ର…

‘ଆମ ବସ୍‌’ ପୁଣି ଚାପିଦେଲା: ୩ ବାଇକ୍‌ ଆରୋହୀଙ୍କୁ ମାରିଲା ଧକ୍କା, ଶିଶୁର ମୃତ୍ୟୁ

ଖୋର୍ଦ୍ଧା/ଭୁବନେଶ୍ବର: ଜନସାଧାରଣଙ୍କ ସୁବିଧାରେ ଯାତାୟାତ ପାଇଁ ରାଜ୍ୟ ସରକାର ‘ଆମ ବସ୍‌’ ସେବା ଜାରି ରଖିଛନ୍ତି। ଏହି ସେବା ଲୋକଙ୍କ ପାଇଁ ଯେତିକି ସୁବିଧା କରୁଛି, ତାଠାରୁ ଅଧିକ ଅସୁବିଧା ମଧ୍ୟ ସୃଷ୍ଟି କରୁଛି। ଅନେକ ଯାତ୍ରୀ ‘ଆମ ବସ୍‌’ରେ ଯାତ୍ରାକୁ ସୁରକ୍ଷିତ ମନେ କରୁନଥିବା ବେଳେ…

ଆମ ପାରମ୍ପରିକ ଶକ୍ତି ଭାରତ ପାଇଁ ଯଥେଷ୍ଟ : ପାକ୍ ବୈଦେଶିକ ମନ୍ତ୍ରାଳୟ

ଇସ୍ଲାମାବାଦ : ପାକିସ୍ତାନରେ ଆଣବିକ ଅସ୍ତ୍ର ସୁରକ୍ଷିତ ନୁହେଁ ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିବା ପରେ ତାହାର ଜବାବ ଦେଇଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ରାଜନାଥଙ୍କ ବୟାନକୁ ନିନ୍ଦା କରାଯାଇଛି । ତାଙ୍କର ଏହି ବୟାନ ପାକିସ୍ତାନର ଆଣବିକ…

ଜେଲରେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଇମ୍ରାନ ଖାଁ, ଟ୍ରମ୍ପଙ୍କ ହସ୍ତକ୍ଷେପ ଲୋଡିଲେ ଇମ୍ରାନଙ୍କ ପୁଅ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ଜେଲରେ ଅଛନ୍ତି। ରିପୋର୍ଟ ଅନୁଯାୟୀ, ତାଙ୍କୁ ଡେଥ୍ ସେଲରେ ରଖାଯାଇଛି ଏବଂ ବର୍ତ୍ତମାନ ତାଙ୍କୁ ତାଙ୍କ ଓକିଲଙ୍କ ସହ କଥା ହେବାକୁ ମଧ୍ୟ ଅନୁମତି ନାହିଁ। ନିକଟରେ ତାଙ୍କ ମୃତ୍ୟୁର ଏକ ଗୁଜବ ମଧ୍ୟ…

ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍‌

ଭୁବନେଶ୍ୱର,୧୫।୫: ଇସ୍ତଫା ଦେଲେ ମୁନା ଖାନ୍‌! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍‌। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂଖ୍ୟାଲଘୁ ସେଲର ସାଉଥ ଜୋନ ସଂଯୋଜକ ପଦରୁ ସେ ଇସ୍ତଫା…

ଷ୍ଟିଲ କମ୍ପାନୀ ଗୁଡିକୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଇସ୍ପାତ କ୍ଷେତ୍ରର ଅନେକ ପ୍ରତିନିଧି ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ ଅଧିକ ଷ୍ଟିଲ ଉତ୍ପାଦନ ଓ ଏଥିପାଇଁ ଆବଶ୍ୟକ ସୁବିଧା ସୁଯୋଗର ବୃଦ୍ଧି ଉପରେ ଆଲୋଚନା…

ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ ନିଷ୍ପତ୍ତି ବଳବତ୍ତର ରହିଛି: ଜୟଶଙ୍କର

ନୂଆଦିଲ୍ଲୀ : ପହଲଗାଓଁ ଆତଙ୍କବାଦୀ ଆକ୍ରମର ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରିଦେଇଥିଲା। ଚୁକ୍ତି ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନକୁ ପାଣି ଛଡ଼ାଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା। ଅପରେସନ ‘ସିନ୍ଦୂର’ ସ୍ଥଗିତ ରହିବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି…

ସୁପ୍ରିମକୋର୍ଟଙ୍କୁ ରାଷ୍ଟ୍ରପତିଙ୍କ ୧୪ଟି ପ୍ରଶ୍ନ

ନୂଆଦିଲ୍ଲୀ : ରାଷ୍ଟ୍ରପତି କିମ୍ବା ରାଜ୍ୟପାଳଙ୍କ ପାଇଁ ବିଲ୍‍ ଅନୁମୋଦନ ପାଇଁ କୌଣସି ସମୟସୀମା କ’ଣ ସୁପ୍ରିମକୋର୍ଟ ସ୍ଥିର କରିପାରିବେ । କିଛି ଏଭଳି ପ୍ରଶ୍ନ ପଚାରିଛନ୍ତି ରାଷ୍ଟ୍ରପତି । ପ୍ରକୃତରେ ତାମିଲନାଡୁ ସରକାରଙ୍କ ରାଜ୍ୟପାଳଙ୍କ ବିରୋଧରେ ଦାୟର ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ…

ମାଲକାନଗିରି ଜିଲ୍ଳାରେ ଆୟୋଜିତ ହେଲା ତ୍ରିରଙ୍ଗା ଯାତ୍ରା : ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ମାଲକାନଗିରି : ଅପ୍ରେଲ ୨୨ ତାରିଖ ଦିନ ଜମ୍ମୁର ପହଲଗାମ୍‌ଠାରେ ଆତଙ୍କବାଦୀଙ୍କ ବିଭତ୍ସ କାଣ୍ଡର ଜବାବ୍‌ରେ ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶରେ ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ମଇ ୭ ତାରିଖ ଦିନ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଥିଲା । ଭାରତୀୟ…

କୋର୍ଟରେ ସାକ୍ଷ୍ୟ ପ୍ରଦାନକୁ କେନ୍ଦ୍ର କରି ୨ ପରିବାର ହାତାହାତି, ୩ ଆହତ

ହିଞ୍ଜିଳିକାଟୁ : ଏକ ଗଣ୍ଡଗୋଳ ମାମଲାରେ ସାକ୍ଷ୍ୟ ପ୍ରଦାନକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି । ଉଭୟ ପରିବାରଙ୍କ ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ପରିବାରର ୩ ଜଣ ଆହତ ହୋଇଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ଅପରାହ୍ନରେ ହିଞ୍ଜିଳି ଥାନା ପିତଳ ଗ୍ରାମରେ…