ବନ୍ୟା ମୁକାବିଲା ପାଇଁ ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ, ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ପରିସ୍ଥିତି, ଆଲର୍ଟରେ ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରମୁଖ ସଚିବଙ୍କ ଅଧକ୍ଷତାରେ ନିର୍ଦ୍ଦେଶକ ଓ ସିଡ଼ିଏମଓମାନଙ୍କ ସହିତ ସମୀକ୍ଷା ବୈଠକ କରାଯାଇଛି । ଭିସି ମାଧ୍ୟମରେ ସମସ୍ତ ଅଧିକାରୀମାନେ ଯୋଡ଼ି ହୋଇଥିଲେ । ତେବେ ବୈଠକରେ…

ବୈତରଣୀରେ ବଡ଼ ବନ୍ୟା ଆଶଙ୍କା

ଭୁବନେଶ୍ବର: ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ବିଶେଷକରି, ଉତ୍ତର ଓଡ଼ିଶାର ବାଲେଶ୍ବର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର ଏବଂ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର ଏବଂ ସୁବର୍ଣ୍ଣପୁର ଜିଲାରେ ମଧ୍ୟ ପ୍ରବଳ…

ରାଜ୍ୟରେ ବନ୍ୟା ଯୋଗୁଁ ୬ ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ, ୪ ମୃତ

ଭୁବନେଶ୍ୱର : ଆଜି ସୁଦ୍ଧା ରାଜ୍ୟରେ ବନ୍ୟା ଯୋଗୁଁ ୬ଟି ଜିଲ୍ଲାର ୪୪ଟି ବ୍ଲକ ପ୍ରଭାବିତ ହୋଇଛି । ଏଥିରେ ପ୍ରଭାବିତ ହୋଇଛନ୍ତି ୭୪୮ଟି ଗାଁର ୨ ଲକ୍ଷରୁ ଅଧିକ ଜଣ । ବନ୍ୟାରେ ଆଜି ପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଛି । ୨୭ହଜାରରୁ ଅଧିକ ଘର ଭାଙ୍ଗିଛି । ଅଧିକ ପ୍ରଭାବିତ ହୋଇଛି…

ମହାନଦୀରେ ବଢ଼ୁଛି ବନ୍ୟା ବିପଦ, ଜନସାଧାରଣଙ୍କ ସୁରକ୍ଷା ପାଇଁ କଟକ ଜିଲ୍ଲା ପ୍ରଶାସନର କଟକଣା

ବାରଙ୍ଗ : ରାଜ୍ୟରେ ଲଗାଣ ବର୍ଷାରେ ଉବୁଟୁବୁ ସମସ୍ତ ନଦୀ । ଏପଟେ ମହାନଦୀରେ ଜଳସ୍ତର ଅଧିକ ରହିଛି । ଆଜି ସକାଳ ୯ଟା ସୁଦ୍ଧା ୫ ଲକ୍ଷ ୫୦ ହଜାର କ୍ୟୁସେକ୍ ବନ୍ୟାଜଳ ମୁଣ୍ଡଳୀ ଦେଇ ପ୍ରବାହିତ ହେଉଛି। ମୁଣ୍ଡଳୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଜଳସ୍ତର ରହିଥିବା ବେଳେ ତଳ ମୁଣ୍ଡରେ ୮୬.୦୦…

ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର : ଅଗଷ୍ଟ ୧ ରୁ ଖୋଲିବ ଭିତରକନିକା । ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ୩ ମାସ ବନ୍ଦ ରହିଥିଲା ଭିତରକନିକା । ମା କୁମ୍ଭୀର ଅଣ୍ଡା ଦେବା ପରେ ହିଂସ୍ର ଆଚରଣ ଦେଖାଇଥାନ୍ତି । ସେଥିପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଭିତରକନିକା…

ପଶ୍ଚିମ ଓଡ଼ିଶାରେ ଅତି ପ୍ରବଳ ବର୍ଷା ଆଶଙ୍କା, ୪ ଜିଲ୍ଲାକୁ ରେଡ୍ ଆଲର୍ଟ

ଭୁବନେଶ୍ୱର : ଉତ୍ତର ଓଡ଼ିଶା ଦେଇ ଆଗକୁ ବଢ଼ୁଛି ଗଭୀର ଅବପାତ । ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଭୀଷଣ ବର୍ଷା ପାଇଁ ୪…

ବନ୍ୟା ଜଳ ନିଷ୍କାସନ ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ

କେନ୍ଦୁଝର: କେନ୍ଦୁଝରରେ ବନ୍ୟା ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ବେଳେ ବୁଧବାର ଦିନ ଏକ ଦୁଃଖଦ ଘଟଣା ଘଟିଛି। ଡ୍ୟୁଟି ସମୟରେ ଦୁର୍ଘଟଣାବଶତଃ ଏକ ଜୀବନ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ଚନ୍ଦନ ପଟ୍ଟନାୟକ, ଯିଏକି ମାତ୍ର…

ଗଞ୍ଜାମକୁ ଏକ ନମ୍ବର ‘ଅପପୁଷ୍ଟି ମୁକ୍ତ’ ଜିଲ୍ଲାରେ ପରିଣତ କରିବାକୁ ଅଙ୍ଗନୱାଡି କର୍ମୀଙ୍କ ସଂକଳ୍ପ

ମହିଳାଙ୍କ ଶାରୀରିକ-ମାନସିକ ଓ ସାଇବର ସୁରକ୍ଷା ଉପରେ ଉପମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ : କୁପୋଷଣ ସମସ୍ୟାର ସ୍ଥାୟୀ ନିରାକରଣ ପାଇଁ 'ଟାର୍ଗେଟେଡ୍ ଟ୍ରାନ୍ସଫର୍ମେସନ୍' ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଓ ‘ସୁପୋଷିତ ଓଡ଼ିଶା’ ଗଠନରେ ଅଙ୍ଗନୱାଡ଼ି କର୍ମୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ:…

ମାତିଛନ୍ତି ସାହିତ୍ୟ ମାଫିଆ : ୨୦ ହଜାରରେ ବିକ୍ରି ହେଉଛି ଡକ୍ଟରେଟ

ନୟାଗଡ଼ : ନୟାଗଡ଼ ଜିଲ୍ଲାରେ କିଛି ସାହିତ୍ୟ ମାଫିଆ ବିଭିନ୍ନ ନାମରେ ଅନାପଞ୍ଜିକୃତ ଅନୁଷ୍ଠାନ କରି ସମାଜକୁ ଓ ସାହିତ୍ୟକୁ କଳୁଷିତ କରି ସମ୍ବର୍ଦ୍ଧନା ନାମରେ ଡକ୍ଟରେଟ ଭଳି ସମ୍ମାନ ଜନକ ଉପାଧି ବିକ୍ରି କରି ନୂଆ ନୂଆ କବିତା, ଗପ ଲେଖୁଥିବା ବ୍ୟକ୍ତିଙ୍କୁ ଚୂନ ଲଗାଉଛନ୍ତି ।ଏହି ମାଫିଆ ମନେ…

କୂଳ ଲଂଘୁଛି ସୁନା ନାଳ, ଗୋପୀ ସାହିର ୫୦ ପରିବାର ଜଳ ବନ୍ଦୀ

କୋଇଡ଼ା: ଲଗାଣ ବର୍ଷାରେ ବେହାଲ ହେଲାଣି ସୁନ୍ଦରଗଡ଼ ଜିଲ୍ଲା । କୋଇଡ଼ା ବ୍ଲକର ସୁନା ନାଳ କୂଳ ଲଂଘିଛି । ଫଳରେ ତିନି ଦିନ ହେଲା ପାଣି ଘେରରେ ରହିଛନ୍ତି ଗୋପୀ ସାହିର ପଚାଶ ପରିବାର। ନାଳରେ କୌଣସି ବ୍ରିଜ୍ ନଥିବା କାରଣରୁ ହଇରାଣ ହେଉଛନ୍ତି ସମସ୍ତେ । ଘରୁ ବାହାରିବା ଏକପ୍ରକାର କଷ୍ଟକର ହୋଇ…