ଲଦାଖରେ ଭୂକମ୍ପ ଝଟ୍‌କା, ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ

ଲଦାଖରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେକର୍ଡ କରାଯାଇଛି। ଜମ୍ମୁ କାଶ୍ମୀର ରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ ଭୂକମ୍ପଟି ବିଳମ୍ବିତ ରାତି ପ୍ରାୟ ୨ଟା ୫୦ରେ ହୋଇଥିଲା। ଭୂକମ୍ପ ହେବା ମାତ୍ରେ ଭୟଭୀତ ହୋଇ…

ଆଗାମୀ ୫ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡ଼ିଶା ରାଜ୍ୟ ପାଇଁ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏକ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଏହି ପରିପ୍ରେକ୍ଷୀରେ ଏକ ସତର୍କ ପରାମର୍ଶ ଜାରି କରିଛି। ମଧ୍ୟାହ୍ନରେ ସିଧାସଳଖ ସୂର୍ଯ୍ୟ କିରଣରେ ବାହାରକୁ…

ଏସଟିଏଫର ବଡ ସୂଚନା, କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ

କଟକ: କ୍ଷୀର ବେପାରରୁ ବନିଥିଲା ବନ୍ଧୁକ ମାଫିଆ । କଟକରେ ବେଆଇନ ବନ୍ଧୁକ କାରଖାନା ଠାବ ମାମଲାରେ ଏସଟିଏଫ୍ ଡିଆଇଜିଙ୍କ ପ୍ରେସମିଟ୍‌ । ଘଟଣାରେ ଏଯାବତ୍ ୪ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘର ମାଲିକ ସହ ୪ ଜଣ ଗିରଫ ହୋଇଛନ୍ତି । ଘର ମାଲିକ ଜାଣତରେ ଚାଲିଥିଲା ବନ୍ଧୁକ ବେପାର । ଘର ମାଲିକ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

ବାଲୁଗାଁ: ଏମିତି ଦୁର୍ଘଟଣା । ଦେଖିଲେ ଛାତି ଥରି ଉଠିବ । ଏକା ସାଥିରେ ହାତ ଧରା ଧରି ହୋଇ ଚାଲିଗଲେ ସ୍ବାମୀ ସ୍ତ୍ରୀ । ସବୁଦିନ ପାଇଁ ଶୋଇଗଲେ ଚିର ନିଦ୍ରାରେ । ସତରେ ମୃତ୍ୟୁ ଏମିତି ବି ଆସେ । ଗୋଟିଏ ଦୁର୍ଘଟଣା ବଦଳାଇ ଦେଲା ଜୀବନର ଗତିପଥ । ସାତ ଜନ୍ମ ପାଇଁ ବିବାହ ବନ୍ଧନରେ…

ପାକିସ୍ତାନ ମସଜିଦରେ ବିସ୍ଫୋରଣ

ଇସ୍ଲାମାବାଦ: ପାକିସ୍ତାନର ଦକ୍ଷିଣ ୱାଜିରିସ୍ତାନରେ ଥିବା ଏକ ମସଜିଦରେ ଶୁକ୍ରବାର ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଗତ ୪ ଦିନ ମଧ୍ୟରେ ପାକିସ୍ତାନରେ ଏହା ହେଉଛି ତୃତୀୟ ବଡ଼ ଆତଙ୍କବାଦୀ ଆକ୍ରମଣ। ଜିଲ୍ଲା ପୁଲିସ ଅଧିକାରୀ ଆସିଫ୍ ବାହାଦାରଙ୍କ ସୂଚନା ଅନୁଯାୟୀ, ଆଜମ ୱାର୍ସାକ ବାଇପାସ୍…

ହୋଲି ପାଇଁ ସଜାଗ ଅଗ୍ନିଶମ ବିଭାଗ, ତୁଠ ଜଗିବ ସ୍ୱତନ୍ତ୍ର ଟିମ୍

ଭୁବନେଶ୍ଵର: ହୋଲି ଅଘଟଣ ରୋକିବା ପାଇଁ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ହୋଲି ପାଇଁ ସଜାଗ ରହିଛି ଅଗ୍ନିଶମ ବିଭାଗ। ହୋଲି ଦିନ ଯେପରି କୌଣସି ଅଘଟଣ ନଘଟେ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଟିମ। ଏଥିପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ…

ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ

ଢେଙ୍କାନାଳ : ଏକ ସଙ୍ଗରେ ୧୫ରୁ ଅଧିକ ଛେଳିର ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଢେଙ୍କାନାଳ ସଦର ଥାନା ସୋଗରପଷି ପଞ୍ଚାୟତ ଆରଦା ଗାଁରୁ ଆସିଛି ଅଭିଯୋଗ । ଜଙ୍ଗଲରେ ଚରୁଥିବା ଅବସ୍ଥାରେ ୧୫ରୁ ଅଧିକ ଛେଳିର ଅକସ୍ମାତ ମୃତ୍ୟୁ ହୋଇଛି । ଛେଳି ମଡକ ଦେଖି କ୍ଷତିଗ୍ରସ୍ତ ଛେଳି ଚାଷୀ…

ଗ୍ରୀନ କାର୍ଡକୁ ନେଇ ଏଭଳି କହିଲେ ଉପରାଷ୍ଟ୍ରପତି, ବଢ଼ିଲା ପ୍ରବାସୀ ଭାରତୀୟଙ୍କ ଟେନସନ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ 'ଗୋଲ୍ଡ କାର୍ଡ' ପଦକ୍ଷେପର ପ୍ରସ୍ତାବ ପରେ, ଏବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଗ୍ରୀନ କାର୍ଡ ଧାରକଙ୍କ ଅଧିକାର ଉପରେ ମନ୍ତବ୍ୟ ଦେଇ ଏକ ନୂତନ ବିତର୍କ ଆରମ୍ଭ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବିତ ଗୋଲ୍ଡ…

ହୋଲି ପୂର୍ବରୁ ବଢିଲା ସୁନା ଦର

ଭୁବନେଶ୍ବର: ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି…

ଫଟୋ ଉଠେଇବା ହେଲା କାଳ, ନଦୀରେ ବୁଡ଼ି ଜଣେ ପର୍ଯ୍ୟଟକ ମୃତ

ରାୟଗଡା: ସୁଦୂର ଆନ୍ଧ୍ରପ୍ରଦେଶରୁ ଓଡିଶା ବୁଲିବାକୁ ଆସିଥିଲେ ପରିବାର ଲୋକେ । ମଜା କରିଥାନ୍ତେ, ଖୁସି ହେଇଥାନ୍ତେ ଆଉ ସେଲଫି ଉଠାଇ ସ୍ମୃତିକୁ ସାଇତି ରଖିଥାନ୍ତେ । ହେଲେ ଏହି ବୁଲା ଯେ ସେମାନଙ୍କ ପାଇଁ ଏକ ଅପୂରଣୀୟ ସ୍ମୃତି ହୋଇଯିବ ତାହା କାହାକୁ ବି ଜଣାନଥିଲା । ଏହି ମଉଜ ମଜଲିସ…