PF ଲିମିଟ୍ ବଢ଼ିଲା, ବଢ଼ିବ ଆପଣଙ୍କ ଦରମା ଓ ପେନସନ
ନୂଆଦିଲ୍ଲୀ: କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର କ୍ୟାବିନେଟ ବୈଠକରେ ଇପିଏଫ (EPF) ଏବଂ ଇପିଏସ (EPS)ର ମାସିକ ବେସିକ ସାଲାରି ଲିମିଟକୁ ବୃଦ୍ଧି କରାଯାଇଛି। ଦୀର୍ଘ ୧୨ ବର୍ଷ ପରେ ସରକାର ଏହି ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । ଏହି ନୂଆ ନିଷ୍ପତ୍ତି ଅନୁଯାୟୀ, ବାଧ୍ୟତାମୂଳକ!-->…