ମହିଳାଙ୍କ ବେକରୁ ସୁନାହାର ଓ ଚେନ୍ ଲୁଟ୍ ଘଟଣା, ୩ ଗିରଫ, ସୁନା ଚେନ ଜବତ
ହିଞ୍ଜିଳିକାଟୁ : ୧୪ ତାରିଖ ଅପରାହ୍ନରେ ଗୋଳନ୍ଥରା ଥାନା କନିଷିହାଟ ଗ୍ରାମର ରବି ଚୌଧୁରୀ ଓ ତାଙ୍କ ସ୍ତ୍ରୀ ରଞ୍ଜିତା ଚୌଧୁରୀ ମୋଟର ସାଇକେଲ ଯୋଗେ ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ହିଞ୍ଜିଳି ଥାନା ପୋଚିଲିମା- ସୋମପୁର ମଧ୍ୟବର୍ତ୍ତୀ!-->…