ଆଇପିଏସ୍ କରାଇଦେବେ କହି ଠକିନେଲେ ୩୦ ଲକ୍ଷ ଟଙ୍କା, ବ୍ରହ୍ମପୁରରୁ ଯୁବକକୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ
ବ୍ରହ୍ମପୁର: ସରକାରୀ ଚାକିରିର ଲୋଭ । ଟଙ୍କା ଦେଇ ଆଇପିଏସ୍ ହୋଇଯିବାର ସ୍ୱପ୍ନ । କିନ୍ତୁ ହୋଇଗଲେ ଠକାମୀର ଶିକାର । ଆଇପିଏସ୍ କରାଇ ଦେବା ନାଁରେ ନେଇଗଲେ ଲକ୍ଷ ଲକ୍ଷ ଟଙ୍କା । ଠକାମୀର ଶିକାର ପଶ୍ଚିମବଙ୍ଗର ହୋଇଥିବା ବେଳେ ଠକେଇ କରିଥିବା ବ୍ୟକ୍ତି ଓଡ଼ିଶାର । ଶେଷରେ ଅଭିଯୁକ୍ତକୁ ଗିରଫ!-->…