ଆସିକା ସରସ୍ବତୀଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ…

add-all


ଆସିକା : ଆସିକା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଉନତ୍ରିଂ ଶତମ ବାର୍ଷିକୋଉତ୍ସ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଯୁକ୍ତ ଦୁଇ ର ଛାତ୍ରୀ ଶିବାନ୍ସୀ ଦେବୀ ୮୪ ପ୍ରତିଶତ ମାର୍କ ରଖି ସର୍ବ ପ୍ରଥମ ସ୍ଥାନ ପାଇଥିବା ଯୋଗୁଁ ପ୍ରତି ବର୍ଷ ଦିଯାଉଥିବା ସତ୍ୟନାରାୟଣ ସେନାପତି ଙ୍କ ନାମର ଟ୍ରଫି ଓ ଅର୍ଥ ରାଶି ପୁରସ୍କାର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଆସିକା ବିଧାୟକ ସରୋଜ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଡଃ ସୁଶାନ୍ତ କୁମାର ଦାଶ, ମୁଖ୍ୟ ବକ୍ତା ଭାବେ ଚିତ୍ତରଞ୍ଜନ ମହାପାତ୍ର, ଅଧକ୍ଷ ସୁଭାଷ ଚନ୍ଦ୍ର ସେନାପତି ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନେ ପିତା ମାତା ଓ ଗୁରୁଜନଙ୍କ ପ୍ରତି ଭକ୍ତିଭାବ ସହ ଏକ ନିର୍ଦ୍ଧିଷ୍ଟ ଲକ୍ଷ ରଖି ସଂକଳ୍ପ ବଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ,ମୁଖ୍ୟ ଅତିଥି ସରୋଜ ପାଢ଼ୀ ମତ ବ୍ୟକ୍ତ କରିଥିଲେ।

ad-week
Leave A Reply

Your email address will not be published.