ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍, ଆୟକର ସମ୍ପର୍କିତ କାଗଜପତ୍ର କରୁଛନ୍ତି ଯାଞ୍ଚ
ସମ୍ବଲପୁର : ସ୍ବର୍ଗତ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଚତୁର୍ଥ ଦିନରେ ଆଇଟି ରେଡ୍ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଧନକଉଡ଼ାର ଏକ ଭଡା ଘରେ ଏହି ରେଡ କରାଯାଉଛି । ଲଗାତାର ୩ ଦିନ ଧରି ଆୟକର ବିଭାଗର ଅଧିକାରୀମାନେ ଏହି ରେଡ୍ କରୁଛନ୍ତି। ଆଜି ସକାଳୁ ଚତୁର୍ଥ!-->…