‘ନୂଆ ସରକାରରେ ଭୁଶୁଡି ପଡିଛି ଆଇନ ଶୃଙ୍ଖଳା’, ଘେରିଲା ବିଜେଡି
ଭୁବନେଶ୍ବର: ଏବେ ଉଠୁଛି ପଡୁଛି ରାଜଧାନୀ ଭୁବନେଶ୍ବର । ପୂରା ବିଶ୍ବର ନଜର ଭୁବନେଶ୍ବର ଉପରେ ରହିଛି । ଦେଶବିଦେଶରୁ ପ୍ରବାସୀ ଭାରତୀୟଙ୍କ ଡେରାପଡିଛି ଭୁବନେଶ୍ବରରେ । ହେଲେ ଏଭଳି ସ୍ଥିତିରେ ଆଜି ସକାଳୁ ସକାଳୁ ରାଜଧାନୀ ରାଜରାସ୍ତାରେ, ତାହା ପୁଣି ଏକ ସେଣ୍ଟ୍ରାଲ ପଏଣ୍ଟ ଯାହା ସବୁ ବେଳେ!-->…