ଦ୍ଵିତୀୟ ଦିନରେ ଠକ ଯୋଡ଼ି ହଂସିତା-ଅନୀଲଙ୍କ ଘରେ ଚାଲିଛି ଆଇଟି ରେଡ୍‌

ଭୁବନେଶ୍ଵର: ହାଇପ୍ରୋଫାଇଲ୍‌ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲା । ଦ୍ବିତୀୟ ଦିନରେ ଆୟକର ବିଭାଗର ଏକାଧିକ ସ୍ଥାନରେ ଚଢ଼ାଉ ଜାରି । ହଂସିତାଙ୍କ ସ୍ବାମୀ ତଥା କଂଗ୍ରେସ ନେତା ମନୋଜ ଆଚାର୍ଯ୍ୟଙ୍କ ଘରେ ଛାଲିଛି ରେଡ୍‌ । ମନୋଜଙ୍କ ବାଲିଗୁଡ଼ା ସ୍ଥିତ ଘରେ ରେଡ୍‌ କରୁଛି ଆୟକର ବିଭାଗ ।…

ବାଲେଶ୍ୱର ଧୂର୍ତ୍ତକୁ ବାନ୍ଧିଲା ଲକ୍ଷ୍ନୌ ପୁଲିସ: ନିଜକୁ ଆର୍ମି କ୍ୟାପ୍ଟେନ କହୁଥିଲା, ମହିଳାଙ୍କୁ ଲୁଟୁଥିଲା

ଉତ୍ତର ପ୍ରଦେଶର ଲକ୍ଷ୍ନୌ ପୁଲିସ୍‌ ଜଣେ ୪୦ ବର୍ଷୀୟ ଧୂର୍ତ୍ତକୁ ଗିରଫ କରିଛି। ବ୍ୟକ୍ତି ଜଣକ ନିଜକୁ ଭାରତୀୟ ସେନାର ଜଣେ କ୍ୟାପ୍ଟେନ ଭାବେ ପରିଚୟ ଦେଇ ମହିଳାମାନଙ୍କୁ ନିଜ ଜାଲରେ ଫସାଉଥିଲା। ସେମାନଙ୍କ ସହ ସମ୍ପର୍କ ରଖିବା ପରେ ଟଙ୍କା ନେଇ ଫେରାର ହୋଇଯାଉଥିଲା। ଏପରି ଭାବେ ସେ…

ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ, ଯୁବ ସମାବେଶରୁ ଆରମ୍ଭ ହେଲା ସମ୍ମିଳନୀ

ଭୁବନେଶ୍ବର : ଭୁବନେଶ୍ବର ଜନତା ମଇଦାନରେ ଅଷ୍ଟାଦଶ ପ୍ରବାସୀ ଭାରତୀୟ ମହାକୁମ୍ଭ । ଯୁବ ସମାବେଶରୁ ଆରମ୍ଭ ହେଲା ୩ ଦିନିଆ ସମ୍ମିଳନୀ । ଏଥିରେ ଦେଖିବାକୁ ମିଳିଛି ଓଡିଶାର କଳା, ଐତିହ୍ୟ ଏବଂ ସଂସ୍କୃତି । ଓଡ଼ିଆ ବ୍ୟାଞ୍ଜନର ମହକ ମହକିଛି ଜନତା ମଇଦାନ । ପ୍ରବାସୀ ଭାରତୀୟଙ୍କୁ ପରସା…

ପ୍ରବାସୀ ଭାରତୀୟ ଦିବସ ସମାରୋହ: ବିଶ୍ୱ ଦେଖିବ ଓଡ଼ିଶା ଐତିହ୍ୟ

ଭୁବନେଶ୍ଵର: ଆରମ୍ଭ ହୋଇଛି ତିନି ଦିନିଆ ୧୮ତମ ‘ପ୍ରବାସୀ ଭାରତୀୟ ଦିବସ ସମାରୋହ’। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପ୍ରଥମେ ଯୁବ ପ୍ରବାସୀ ଭାରତୀୟ ଦିବସ ଉଦଘାଟିତ ହୋଇଛି । କେନ୍ଦ୍ର…

ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ

ଭି ନାରାୟଣନ ହେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋର ନୂଆ ଅଧ୍ୟକ୍ଷ। ଇସ୍ରୋ ଅଧ୍ୟକ୍ଷ ତଥା ଅନ୍ତରୀକ୍ଷ ବିଭାଗ ସଚିବ ଭାବେ ତାଙ୍କୁ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ଆସନ୍ତା ୧୪ ତାରିଖରେ ସେ ଇସ୍ରୋର ବର୍ତ୍ତମାନ ଅଧ୍ୟକ୍ଷ ଏସ୍. ସୋମନାଥଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ। …

ଫାଇନାନ୍ସ କମ୍ପାନୀରୁ ୩୦ କେଜି ସୁନା ଚୋରି ଘଟଣା, ରାଞ୍ଚିରୁ ଜଣେ ଡକାୟତ ଗିରଫ

ସମ୍ବଲପୁର: ସମ୍ବଲପୁରରୁ ୩୦ କେଜି ସୁନା ଚୋରି ଘଟଣା । ରାଞ୍ଚିରୁ ଜଣେ ଡକାୟତ ଗିରଫ ହୋଇଛି । ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳର ମଣପୁରମ ଫାଇନାନ୍ସ ଲିମିଟେଡ଼ କମ୍ପାନୀରୁ ବଡ ଧରଣର ଚୋରି ହୋଇଥିଲା । ଲୁଟ୍ ଘଟଣାରେ ଅଜୟ ପାଶ୍ବାନ ଗିରଫ ହୋଇଛି ।…

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କ ମୁଣ୍ଡ କାଟି ଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଯୁବକଙ୍କୁ ବୀଭତ୍ସ ହତ୍ୟା। ପ୍ରବାସୀ ଭାରତୀୟ ଦିବସ ନିମନ୍ତେ ପୁଲିସ୍‌ ଛାଉଣିରେ ପରିଣତ ହୋଇଛି ରାଜଧାନୀ। ରାଜଧାନୀ ଏବେ ଅଭେଦ୍ୟ ଦୁର୍ଗ ପାଲଟିଥିବା ବେଳେ ରସୁଲଗଡ଼- ବାଣୀବିହାର ଜାତୀୟ ରାଜପଥରେ ସକାଳୁ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ। ଚଳନ୍ତା…

ନୟାଗଡ଼ ଜିଲ୍ଲାର ଚୁଡାନ୍ତ ଭୋଟର ତାଲିକା ପ୍ରକାଶିତ

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ , ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ରୋଜିନା ଦାସ, ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ୍ତ ପଣ୍ଡା, ଉପ ଜିଲ୍ଲାପାଳ କର୍ଣାଦେବ ସମାଦାର…

୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣେ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଥାନା ଘୋଡାହଡ ନଦୀ ସେତୁ ନିକଟ ଖଣ୍ଡରା ଛକରୁ ମଙ୍ଗଳବାର ସକାଳୁ ହିଞ୍ଜିଳିକାଟୁ ଅବକାରୀ ବିଭାଗ ପକ୍ଷରୁ ଏକ ସରକାରୀ ବସ ଉପରେ ଚଢାଉ କରି ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ସହ ଜଣକୁ ଗିରଫ କରିଛି ଅବକାରୀ ପୁଲିସ । ଗିରଫ ଯୁବକ ହେଲେ ମହାରାଷ୍ଟ୍ର ପୁନେ ଜିଲ୍ଲା…

ବାରଖମା ଠାରେ ଧାନମଣ୍ଡି ଉଦଘାଟିତ

ବାଲିଗୁଡ଼ା : କନ୍ଧମାଳ ଚାଷୀ ଙ୍କ ଠାରୁ ସରକାରୀ ଧାର୍ଯ୍ୟ ମୂଲ୍ୟରେ ଧାନ କ୍ରୟ ଲାଗି ବାଲିଗୁଡ଼ା ବ୍ଳକ ବାରଖମା ଠାରେ ଧାନ ମଣ୍ଡି ଉଦଘାଟିତ ହୋଇଛି । ଅଗ୍ରଣୀ ମହିଳା ସ୍ୱୟଂ ସହାୟକ ଗୃପ ଯିହୋବାରାଫା ଏହି ଧାନ କିଣିବା ପାଇଁ ସ୍ଥିର ହୋଇଥିଲା।ଏହି ଅବସରରେ ବାଲିଗୁଡ଼ା ସିଡ଼ିପିଓ ଆୟୋଜିତ…