ଜେଲ ଗଲେ ନକଲି ଜାମିନଦାର : ମୃତ ବ୍ୟକ୍ତିଙ୍କ ନାଁରେ ଜାମିନଦାର, ଅଭିଯୋଗ ପରେ ପୁଲିସର ତଦନ୍ତ
ବ୍ରହ୍ମପୁର : ମୃତ ବ୍ୟକ୍ତିଙ୍କ ନାଁରେ ଜାମିନଦାର । . ଜଣେ ନୁହେଁ କି ଦୁଇଜଣ ଶହେ ରୁ ଅଧିକ ଅଭିଯୁକ୍ତ ଏଭଳି ନକଲି ଜାମିନ ପାଇ ମୁକୁଳିଛନ୍ତି ଜେଲରୁ। ଅଭିଯୋଗ ପରେ ବ୍ରହ୍ମପୁର ବୈଦ୍ୟନାଥପୁର ପୁଲିସ ଛଅ ଜଣଙ୍କୁ ଗିରଫ କରିଛି। ଆସିକା ନୂଆଗାଁର ମୃତକ ଲଡ଼ୁ କିଶୋର ବେହେରଙ୍କ ସ୍ତ୍ରୀ!-->…