ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
କଟକ : କାହାକୁ ଜମି କରାଇ ଦେବାକୁ କହି ତ କାହାକୁ ପୁଣି ଚାକିରି। ଏଭଳି ଚଳାଇଥିଲା ଠକାମୀ । ଶେଷରେ ପୋଲିସ ହାତରେ ଧରାପଡିଛି । ଦୀର୍ଘ ଦିନ ଧରି ଫେରାର ଥିବା ପେଶାଦାର ଠକ ଶଶଧର ପଣ୍ଡାକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ। ଜମି ରେଜିଷ୍ଟ୍ରି କରିଦେବାର ପ୍ରଲୋଭନ ଦେଖାଇ ଜଣେ!-->…