କଲରାପତରିଆ ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ
ଫୁଲବାଣୀ : କଲରାପତରିଆ ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ। ଦୁଇଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ଦେଶୀ ବନ୍ଧୁକ ସମେତ ବହୁ ମାରଣାସ୍ତ୍ର ଜବତ କରିଛି। କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବନାଞ୍ଚଳକୁ ଏହି ସଫଳତା ମିଳିଛି।ଜି. ଉଦୟଗିରି ବନାଞ୍ଚଳର ପୁକୁଲିଙ୍ଗିଆ ଗାଁର ଭବାନୀ!-->…