ଆଗାମୀ ୩ ମାସ ହେବ ହାଡଭଙ୍ଗା ଶୀତ!
ନୂଆଦିଲ୍ଲୀ : ନଭେମ୍ବର ମାସ ଶେଷ ହେବାକୁ ଅଳ୍ପ ଦିନ ବାକି ରହିଛି । ଉତ୍ତର ଭାରତରେ ଧୀରେ ଧୀରେ ଶୀତ ବଢିବାରେ ଲାଗିଛି । ପର୍ବତ ଉପରେ ତୁଷାରପାତ ଆରମ୍ଭ ହୋଇଛି। ଅନେକ ରାଜ୍ୟରେ ଆଗକୁ ପ୍ରବଳରୁ ଅତି ପ୍ରବଳ କୁହୁଡିର ସମ୍ଭାବନା ରହିଛି । ମାତ୍ର ଡିସେମ୍ବର ଚଳିତ ବର୍ଷର ସବୁଠାରୁ ଶୀତ ମାସ!-->…