ରାଷ୍ଟ୍ରପତିଙ୍କୁ ହତ୍ୟା ପାଇଁ ସୁପାରୀ ଦେଲେ ଉପରାଷ୍ଟ୍ରପତି
ମାନିଲା: ଫିଲିପାଇନ୍ସର ଉପରାଷ୍ଟ୍ରପତି ସାରା ଡୁଟେର୍ଟ ଶନିବାର କହିଛନ୍ତି ଯେ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିୟର, ତାଙ୍କ ପତ୍ନୀଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଛନ୍ତି। ଡୁଟେର୍ଟଙ୍କ ଅନୁଯାୟୀ, ସେ ହତ୍ୟାକାରୀଙ୍କୁ କହିଛନ୍ତି ଯେ ଯଦି ତାଙ୍କୁ (ଡୁଟେର୍ଟ) ହତ୍ୟା କରାଯାଏ, ସେ!-->…