ବାଇକକୁ ମୁହାଁମୁହିଁ ପିଟିଲା ଟ୍ରକ୍ ; ୪ମୃତ
ଜୟପୁର: ମର୍ମନ୍ତୁଦ ଦୁର୍ଘଟଣା । ମାଡ଼ିଗଲା ଟ୍ରକ୍, ୪ମୃତ। ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ଠାରେ ଜାତୀୟ ରାଜପଥରେ ଏକ ବାଇକକୁ ମାଲବାହୀ ଟ୍ରକ ଧକ୍କା ଦେଇଥିଲା । ୪ ଜଣ ବାଇକରେ ଯାଉଥିବାବେଳେ ଏକ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ!-->…