ଦୁର୍ଘଟଣା ଗସ୍ତ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପହଞ୍ଚାଇ ପ୍ରଶଂସିତ ହେଲେ ନବରଙ୍ଗପୁର ବିଧାୟକ
ନବରଙ୍ଗପୁର : ସାଧାରଣ ଜୀବନ ଚର୍ଯ୍ୟା ଆଉ ଶାନ୍ତ ସରଳ ଵ୍ୟବହାର ପାଇଁ ସବୁବେଳେ ସମସ୍ତଙ୍କର ପ୍ରିୟପାତ୍ର ହେଇପାରିଥିବା ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଆଜି ନିଜ ମଣିଷପଣିଆ ପାଇଁ ପ୍ରଶଂସିତ ହେଉଛନ୍ତି | ସଡ଼କ ଦୁର୍ଘଟଣାରେ ଆହତ ମାନଙ୍କୁ ନିଜ ଗାଡିରେ ବସେଇ ଚିକିତ୍ସା ପାଇଁ!-->…